ଗୋଟିଏ ଘରେ ରହୁଛନ୍ତି ୧୪ ସମିତି ସଭ୍ୟ

ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପ ନିର୍ବାଚନ ପ୍ରସଙ୍ଗ । ଗୋଟିଏ ଘରେ ରହୁଛନ୍ତି ୧୪ ସମିତି ସଭ୍ୟ । 

Manoj Swain
  • Published: Monday, 02 October 2023
  • Updated: 02 October 2023, 06:30 PM IST

Sports

Latest News

ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପ ନିର୍ବାଚନ ପ୍ରସଙ୍ଗ । ଗୋଟିଏ ଘରେ ରହୁଛନ୍ତି ୧୪ ସମିତି ସଭ୍ୟ । ଅଗଷ୍ଟ ୩୧ରେ ହେବାକୁ ଥିବା ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନ ବାତିଲ ହେବା ପରଠୁ ବିପିନି ଗୋଷ୍ଠୀର ୧୪ ସମିତି ସଭ୍ୟ ବୋମକାଇ ଗ୍ରାମରେ ଗୋଟିଏ ଘରେ ରହୁଛନ୍ତି। ଆଉ ଏଥିରେ ସାମିଲ ହୋଇ ଗ୍ରାମବାସୀ ନେତାଙ୍କୁ ଜଗିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos