୨୫ ବର୍ଷରେ କରିଛ କ’ଣ ? ଆଜି ଯାଏଁ କେଉଁଠି ଥିଲ ? ଆଜି କାହିଁକି ଆସିଛ ? ଦେବଗଡ଼ ରାଣୀ ତଥା BJD ପ୍ରାର୍ଥୀ ଅରୁନ୍ଧତୀ ଦେବୀଙ୍କୁ ଏମିତି ନାନା ପ୍ରଶ୍ନ ପଚାରିଛନ୍ତି ନିଜ ଅଞ୍ଚଳର ପ୍ରଜା। ବିଜେଡି ପାଇଁ ଭୋଟ୍ ମାଗିବାକୁ ଯାଇ ଗାଁ ଲୋକଙ୍କ ପ୍ରଶ୍ନ ବାଣରେ ଘାଇଲା ହୋଇ ଫେରିଛନ୍ତି ରାଣୀ ମାଆ। ଯାହାର ଭିଡିଓ ଏବେ ସୋଶାଲ୍ ମିଡ଼ିଆରେ ଭାଇରାଲ୍ ହେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।