ବାପାଙ୍କ ପାଇଁ ପିଲା ନେତା ?

ଚାଷୀ ମଜୁରିଆଙ୍କ ପୁଅ ଅର୍ଥାତ୍ ଜଣେ ଯୋଗ୍ୟ ବ୍ୟକ୍ତି କାହିଁକି ନେତୃତ୍ୱ ନେଇପାରିବେନି ? ସମ୍ୱିଧାନରେ ଏମିତି କିଛି ନିୟମ ଅଛି କି ?

Manoj Swain
  • Published: Wednesday, 24 April 2024
  • Updated: 24 April 2024, 11:57 AM IST

ବଂଶବାଦ ରାଜନୀତି ଉପରେ କେବେ ପଡ଼ିବ ପୂର୍ଣ୍ଣଚ୍ଛେଦ ? ନେତାଙ୍କ ପୁଅ ନେତା ହେବା ପାଇଁ କେଉଁ ଡିଗ୍ରୀ ହାସଲ କରିଛନ୍ତି କି ? ଚାଷୀ ମଜୁରିଆଙ୍କ ପୁଅ ଅର୍ଥାତ୍ ଜଣେ ଯୋଗ୍ୟ ବ୍ୟକ୍ତି କାହିଁକି ନେତୃତ୍ୱ ନେଇପାରିବେନି ? ସମ୍ୱିଧାନରେ ଏମିତି କିଛି ନିୟମ ଅଛି କି ? ନେତାଙ୍କ ପୁଅ ନେତା ହେବେ ଆଉ ଜଣେ ଉଚ୍ଚଶିକ୍ଷିତ ଯୁବକ ବା ଯୁବତୀ ଗାଦିରେ ବସିପାରିବେ ନାହିଁ ? ପରିବାରବାଦ ରାଜନୀତିକୁ ନେଇ ଓଡିଶା ରିପୋର୍ଟରର ସ୍ବତନ୍ତ୍ର କାର୍ଯ୍ୟକ୍ରମ ସୋସିଆଲ ଡିବେଟ୍ (SOCIAL DEBATE) ରେ ଆଲୋଚନା, ‘ପରିବାର ପାଇଁ ପଲିଟିକ୍ସ୍’ ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos