‘ରାଜ୍ୟ ସରକାର ରତ୍ନ ଭଣ୍ଡାର ଖୋଲନ୍ତୁ’

ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ରତ୍ନ ଭଣ୍ଡାର ଖୋଲିବା ଉପରେ ମତ ରଖିଛନ୍ତି ।

Manoj Swain
  • Published: Monday, 10 July 2023
  • Updated: 10 July 2023, 11:23 AM IST

Sports

Latest News

ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ରବିବାର ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ରାଜ୍ୟପାଳ ରତ୍ନ ଭଣ୍ଡାର ଖୋଲିବା ଉପରେ ମତ ରଖିଛନ୍ତି । ସେ କହିଛନ୍ତି, 'ତୁରନ୍ତ ରାଜ୍ୟ ସରକାର ରତ୍ନ ଭଣ୍ଡାର ଖୋଲି ମହାପ୍ରଭୁଙ୍କ ରତ୍ନ ଅଳଙ୍କାରର ଗଣତି କରନ୍ତୁ, ପ୍ରତି ୩ ବର୍ଷରେ ଥରେ ରତ୍ନ ଭଣ୍ଡାର ଖୋଲିବାର ନିୟମ ଥିବାବେଳେ ସରକାର କାହିଁକି ରତ୍ନ ଭଣ୍ଡାର ଖୋଲୁ ନାହାନ୍ତି ? ମୁଁ ଆଇନ ମନ୍ତ୍ରୀ ଥିବାବେଳେ ୧୯୭୮ ମସିହାରେ ରତ୍ନ ଭଣ୍ଡାର ଖୋଲିଥିଲା ।'

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos