ବିଶ୍ୱକପ ଟ୍ରଫି ଉପରେ ଗୋଡ଼ ଥୋଇବା ଘଟଣା, ମୁହଁ ଖୋଲିଲେ ମିଚେଲ ମାର୍ଶ

ବିଜୟ ପରେ ମାର୍ଶ ବିଶ୍ୱକପ ଟ୍ରଫି ଉପରେ ଗୋଡ଼ ଥୋଇ ଉଠାଇଥିବା ଫଟୋ ଭାଇରାଲ୍ ହୋଇଥିଲା।

Michel Marsh

ମିଚେଲ ମାର୍ଶ

Debibandita Barick
  • Published: Friday, 01 December 2023
  • Updated: 01 December 2023, 02:00 PM IST

ଦିନିକିଆ ବିଶ୍ୱକପ ଫାଇନାଲକୁ ୧୨ ଦିନ ବିତିଲାଣି। ଏବେ ବି ମ୍ୟାଚକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଜାରିରହିଛି। ଏହି ସଂସ୍କରଣରେ ଅଷ୍ଟ୍ରେଲିଆ ଟାଇଟଲ୍ ହାତେଇ ଥିବାବେଳେ ବିବାଦରେ ପଡ଼ିଥିଲେ ଟିମ୍ ପ୍ଲେୟର ମିଚେଲ ମାର୍ଶ। ବିଜୟ ପରେ ମାର୍ଶ ବିଶ୍ୱକପ ଟ୍ରଫି ଉପରେ ଗୋଡ଼ ଥୋଇ ଉଠାଇଥିବା ଫଟୋ ଭାଇରାଲ୍ ହୋଇଥିଲା।

ଏହି ଫଟୋକୁ ନେଇ ଅନେକ ଭାରତୀୟ କ୍ରିକେଟ ପ୍ରେମୀ ମାର୍ଶଙ୍କୁ କଡ଼ା ସମାଲୋଚନା କରିଥିଲେ। ଏପରିକି ତାଙ୍କ ନାମରେ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା। ବର୍ତ୍ତମାନ ଏହି ପ୍ରସଙ୍ଗ ଉପରେ ମୁହଁ ଖୋଲିଛନ୍ତି ମାର୍ଶ। ମାର୍ଶ ଏ ଉପରେ ଦେଇଥିବା ପ୍ରତିକ୍ରିୟା ଭାରତୀୟ ପ୍ରଶଂସକଙ୍କୁ ଆହୁରି ଉତକ୍ଷିପ୍ତ କରିପାରେ। କାରଣ ଏକ ସାକ୍ଷାତକାରରେ ମାର୍ଶ କହିଛନ୍ତି, 'ମୁଁ ଏପରି ଦ୍ୱିତୀୟ ଥର ମଧ୍ୟ କରିପାରେ।'

Also Read

Sen.com.au କୁ ପ୍ରତିକ୍ରିୟା ଦେବା ସମୟରେ ମାର୍ଶ କହିଛନ୍ତି, "ଭାଇରାଲ୍ ହୋଇଥିବା ଫଟୋରେ ଅସମ୍ମାନ ବୋଲି ତ କିଛି ନାହିଁ। କହିବାକୁ ଗଲେ, ମୁଁ ଏ ଉପରେ ବେଶି କିଛି ଚିନ୍ତା କରିନି। ଯଦିଓ ସୋଶାଲ ମିଡିଆରେ ଏସବୁ ବନ୍ଦ ହୋଇଗଲାଣି ବୋଲି କହୁଛନ୍ତି, ତଥାପି ମୁଁ ସୋଶାଲ ମିଡିଆରେ ସେପରି କିଛି ଦେଖିନି। ଏମିତିରେ ବି ଏ ଫଟୋରେ କିଛି ନାହିଁ।"

ଆପଣ ଦ୍ୱିତୀୟ ଥର ଏପରି କରିବେ କି ପ୍ରଶ୍ନରେ ମାର୍ଶ କହିଛନ୍ତି, "ଯଦି ସାଧୁତାର ସହ କହିବି, ତେବେ ନିଶ୍ଚିତ ରୂପେ ହଁ...।" 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story