ଭାଇରାଲ୍ ହେଉଛି ମାର୍ଶଙ୍କ ଭବିଷ୍ୟବାଣୀ; 'ଫାଇନାଲରେ ଅଷ୍ଟ୍ରେଲିଆ ୪୫୦/୨, ଭାରତ...'

ମିଚେଲ୍ ବିଶ୍ୱକପ ଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ ବୋଲି ପୂର୍ବାନୁମାନ କରି ସାରିଥିଲେ।

Virat Kohli, Rohit Sharma, Mitchel Marsh

ବିରାଟ କୋହଲି, ରୋହିତ ଶର୍ମା ଓ ମିଚେଲ ମାର୍ଶ

Debibandita Barick
  • Published: Saturday, 18 November 2023
  • Updated: 18 November 2023, 05:28 PM IST

Sports

Latest News

ରାତି ପାହିଲେ ବିଶ୍ୱକପ୍ ମୁକାବିଲା। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ। ଏହା ପୂର୍ବରୁ ଅଷ୍ଟ୍ରେଲିଆ ଅଲରାଉଣ୍ଡର ମିଚେଲ୍ ମାର୍ଶଙ୍କ ଏକ ଭବିଷ୍ୟବାଣୀକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ମିଚେଲ୍ ବିଶ୍ୱକପ ଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ ବୋଲି ପୂର୍ବାନୁମାନ କରି ସାରିଥିଲେ।

କେବଳ ଫାଇନାଲ୍ ପାଇଁ ଟିମ୍ ନୁହେଁ, କିଏ କେତେ ରନ୍ କରିବ ଏବଂ କେଉଁ ଟିମ୍ ବିଶ୍ୱକପ୍ ଟ୍ରଫି ହାତେଇବ ତାହା ମଧ୍ୟ ଆକଳନ କରିଥିଲେ ମିଚେଲ୍। କିଛି ମାସ ପୂର୍ବରୁ ଅଷ୍ଟ୍ରେଲିଆ ଅଲରାଉଣ୍ଡର ମିଚେଲ ମାର୍ଶ ପୂର୍ବାନୁମାନ କରିଥିଲେ ଯେ, ତାଙ୍କ ଦଳ ଫାଇନାଲରେ ପ୍ରବେଶ କରିବ ଏବଂ ଭାରତ ସହ ମୁକାବିଲା କରି ନିଜ ମାଟିରେ ପରାସ୍ତ କରିବ।

ମାର୍ଶ ଏକ ବିଚିତ୍ର ଭବିଷ୍ୟବାଣୀ କରି କହିଥିଲେ, "ଫାଇନାଲରେ ଅଷ୍ଟ୍ରେଲିଆ ୪୫୦/୨ ସ୍କୋର କରିବ ଏବଂ ଭାରତକୁ ୬୫ ରନରେ ଅଲଆଉଟ୍ କରିବ।"

ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ୯ଟି ଲିଗ୍ ମ୍ୟାଚ୍ ବିଜୟୀ ସହ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଅନ୍ୟପଟେ ଅଷ୍ଟ୍ରେଲିଆ ପ୍ରାରମ୍ଭିକ ଦୁଇଟି ମ୍ୟାଚରେ ନୈରାଶ୍ୟଜନକ ପ୍ରଦର୍ଶନ ସତ୍ତ୍ୱେ ଫାଇନାଲ ଟିକେଟ୍ ପାଇଛି। ଏହି ସମୟରେ ମାର୍ଶଙ୍କ ଭବିଷ୍ୟବାଣୀକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story