କାଲି ଆଇପିଏଲର ମିନି ଅକ୍ସନ: କେଉଁ ଦଳ କାହାକୁ ନେବାକୁ ଚେଷ୍ଟା କରିବ?

ମନି ଅକ୍ସନରେ ଅନେକ ବଡ଼ବଡ଼ ଖେଳାଳି ବି ରହିଛନ୍ତି। ସେମାନଙ୍କୁ ନେବା ପାଇଁ ସବୁ ଦଳ ଚେଷ୍ଟା କରିବେ।

MS Dhoni

ଚେନ୍ନାଇ ସୁପର କିଙ୍ଗସ (ଫାଇଲ ଫଟୋ)

Hemant Lenka
  • Published: Monday, 18 December 2023
  • Updated: 18 December 2023, 04:50 PM IST

Sports

Latest News

ଆସନ୍ତାକାଲି ଡିସେମ୍ବର ୧୯। କାଲି ଆଇପିଏଲର ୨୦୨୪ ସଂସ୍କରଣ ପାଇଁ ଦୁବାଇରେ ମନି ଅକ୍ସନ ହେବ। ଏଥିପାଇଁ ୧୦ଟି ଯାକ ପ୍ରାଞ୍ଚାଇଜ ନିଜ ବଳକା ପାଣ୍ଠି ଓ ଯୋଜନା ସହ ଦୁବାଇରେ ପହଞ୍ଚି ଯାଇଛନ୍ତି। ମନି ଅକ୍ସନରେ ଅନେକ ବଡ଼ବଡ଼ ଖେଳାଳି ବି ରହିଛନ୍ତି। ସେମାନଙ୍କୁ ନେବା ପାଇଁ ସବୁ ଦଳ ଚେଷ୍ଟା କରିବେ।

କିନ୍ତୁ କେଉଁ ଦଳ କାହାକୁ ନେବାକୁ ଅଧିକ ପସନ୍ଦ କରିବେ? କେଉଁ ଦଳ ପାଖରେ କେତେ ଟଙ୍କା ଅଛି ଜାଣନ୍ତୁ

Also Read

୧- ଚେନ୍ନାଇ ସୁପର କିଙ୍ଗସ: ଦଳ ପାଖରେ ୩୧.୪ କୋଟି ଟଙ୍କା ରହିଛି। ଚେନ୍ନାଇ ଶାର୍ଦ୍ଦୁଲ ଠାକୁର, ମନୀଷ ପାଣ୍ଡେ ଓ ଜୋଶ ହେଜେଲଉଡଙ୍କ ପଛରେ ପଡ଼ିବ। ବିଶେଷ କରି ଠାକୁରଙ୍କୁ ଚେନ୍ନାଇ ନେବାକୁ ଚେଷ୍ଟା କରିବ।

କାରଣ ସେ ୮ ନମ୍ବରରେ ବ୍ୟାଟିଂ ମଧ୍ୟ କରିପାରିବେ। ଚେନ୍ନାଇ ୧୦ କୋଟି ଯାଏ ଶାର୍ଦ୍ଦୁଲଙ୍କ ଯାଇପାରେ। ଅମ୍ବାତି ରାୟୁଡୁ ନଥିବାରୁ ମଧ୍ୟକ୍ରମ ପାଇଁ ଦଳ ମନୀଷ ପାଣ୍ଡେଙ୍କୁ କିଣି ପାରେ। ଯଦି ଦଳ ପେସ୍‌ ବିଭାଗକୁ ଅଧିକ ସୁଦୃଢ଼ କରିବାକୁ ଚାହିଁବ, ତା’ହେଲେ ହେଜେଲଉଡଙ୍କୁ ନେଇପାରିବ।

୨- ଦିଲ୍ଲୀ କ୍ୟାପିଟାଲ୍ସ: ଦଳ ପାଖରେ ୨୮.୯୫ କୋଟି ଟଙ୍କା ରହିଛି। ଦଳ ପ୍ରିୟାଂଶ ଆର୍ଯ୍ୟ, ହର୍ଷଲ ପଟେଲ, ଶାର୍ଦ୍ଦୁଲ ଠାକୁର, ଜୋଶ ଇଙ୍ଗଲିସ ଓ ୱାନିନ୍ଦୁ ହସରଙ୍ଗାଙ୍କ ପଛରେ ଯାଇପାରେ।

୩- ଗୁଜରାଟ ଟାଇଟନ୍ସ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ରିଲଜ କରି ଦେଇଥିବା ଗୁଜରାଟ ପାଖରେ ୩୮.୧୫ କୋଟି ଟଙ୍କା ରହିଛି। ଦଳ ଶାର୍ଦ୍ଦୁଲ ଠାକୁର, ରଚିନ ରବୀନ୍ଦ୍ର, ଡାରେଲ ମିଚେଲ ଓ ଅଜମତୁଲ୍ଲା ଓମରଜାଇଙ୍କୁ କିଣିବାକୁ ଚେଷ୍ଟା କରିବ। ପାଣ୍ଡ୍ୟା ନଥିବାରୁ ଠାକରୁ ତାଙ୍କ ବଦଳରେ ୫୦ରୁ ୬୦% କାମ ଦଳ ପାଇଁ କରିବାକୁ ସକ୍ଷମ।

୪- କୋଲକାତା ନାଇଟ ରାଇଡର୍ସ: ଦଳ ପାଖରେ ୩୨.୭୦ କୋଟି ଟଙ୍କା ରହିଛି। ମିଚେଲ ଷ୍ଟାର୍କ, ପାଟ କମିନ୍ସ, ରଚିନ ରବୀନ୍ଦ୍ର ଓ ହର୍ଷଲ ପଟେଲଙ୍କୁ କିଣିବା ପାଇଁ ଦଳ ଚାହିଁବ। ଦଳକୁ ଭଲ ଦ୍ରୁତ ବୋଲର ଦରକାର। ସେଥିପାଇଁ ଷ୍ଟାର୍କ, କମିନ୍ସ କିମ୍ବା ହେଜେଲଉଡଙ୍କୁ ଦଳ ନିଜ ପାଖକୁ ନେବାକୁ ଲକ୍ଷ୍ୟ ରଖିଛି।

୫- ଲକ୍ଷ୍ନୌ ସୁପର ଜାଏଣ୍ଟସ: ଦଳ ପାଖରେ ମାତ୍ର ୧୩.୧୫ କୋଟି ଟଙ୍କା ରହିଛି। କିନ୍ତୁ ଦଳକୁ ଦ୍ରୁତ ବୋଲର ଦରକାର। ଏଥିପାଇଁ ଲକ୍ଷ୍ନୌ ଗେରାଲ୍ଡ କୋଏଜି, ଦିଲଶାନ ମଧୁଶଙ୍କା କିମ୍ବା ଯୁବ ଭାରତୀୟ ପ୍ରତିଭା ଆଶୁତୋଷ ଶର୍ମାଙ୍କୁ କିଣିପାରେ। ରେଳବାଇ ପକ୍ଷରୁ ଖେଳୁଥିବା ଆଶୁତୋଷ ବ୍ୟାଟିଂ କରିବାକୁ ମଧ୍ୟ ସକ୍ଷମ। ସେ ନିକଟରେ ୧୨ ବଲରେ ୫୦ ରନ କରିଥିଲେ।

୬- ମୁମ୍ବାଇ ଇଣ୍ଡିଆନ୍ସ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଆଇପିଏଲ ଖେଳିବାକୁ ଯାଉଥିବା ମୁମ୍ବାଇ ପାଖରେ ୧୭.୭୫ କୋଟି ଟଙ୍କା ରହିଛି। ତେଣୁ ଦଳ ୱାନିନ୍ଦୁ ହସରଙ୍ଗାକୁ କିଣିବାକୁ ଚେଷ୍ଟା କରିବ। ଏହାବଦ ଦଳ ଡୋମେଷ୍ଟିକ କ୍ରିକେଟରଙ୍କ ଉପରେ ଫୋକସ କରିବ।

୭- ସନ ରାଇଜର୍ସ ହାଇଦ୍ରାବାଦ: ଦଳ ପାଖରେ ୩୪ କୋଟି ଟଙ୍କା ରହିଛି। ହାଇଦ୍ରାବାଦ ଶାର୍ଦ୍ଦୁଲ ଓ ହର୍ଷଲଙ୍କ ମଧ୍ୟରୁ ଜଣଙ୍କୁ କିଣିବାକୁ ଉଦ୍ୟମ କରିବ। ଦଳକୁ ଜଣେ ଭଲ ଦ୍ରୁତ ବୋଲର ଆବଶ୍ୟକ। ଏହାବାଦ ଟପ ଅର୍ଡର ବ୍ୟାଟର ମଧ୍ୟ ଦରକାର।

୮- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର: ହର୍ଷଲ ପଟେଲଙ୍କୁ ରିଲିଜ କରି ଦଳ ନିଜର ପର୍ସକୁ ୨୩.୨୫ କୋଟି କରିବାକୁ ସକ୍ଷମ ହୋଇଛି। ଦଳ ମୁମ୍ବାଇରୁ କାମେରନ ଗ୍ରୀନଙ୍କୁ ଆଣିଛି। ଏବେ ଆରସିବି ଷ୍ଟାର୍କ, କମିନ୍ସ କିମ୍ବା ମାନବ ସୁତାରଙ୍କୁ କିଣିବାକୁ ଚେଷ୍ଟା କରିବ। ଏହାବାଦ ରିସ ଟପଲେ ଓ ଗସ ଅଟକିନସନ ମଧ୍ୟ ବିକଳ୍ପ ଭାବେ ଦଳ ଆଗରେ ରହିବେ।

୯- ପଞ୍ଜାବ କିଙ୍ଗସ: ଦଳ ପାଖରେ ୨୯.୧୦ କୋଟି ଟଙ୍କା ରହିଛି। ଦଳ ଶାର୍ଦ୍ଦୁଲ, ହର୍ଷଲ ଓ ରଚିନ ରବୀନ୍ଦ୍ରଙ୍କୁ କିଣିବାକୁ ଚେଷ୍ଟା କରିବ। ପଞ୍ଜାବ ଅତି ବେଶୀରେ ୨ ଜଣ ବିଦେଶୀ ଖେଳାଳିଙ୍କୁ କିଣି ପାରିବ। ଏମାନଙ୍କ ମଧ୍ୟରେ ରବୀନ୍ଦ୍ରଙ୍କୁ ଦଳ ବେଶୀ ପସନ୍ଦ କରିପାରେ।

୧୦- ରାଜସ୍ଥାନ ରୟାଲ୍ସ: ଦଳ ପାଖରେ ମାତ୍ର ୧୪.୫୦ କୋଟି ଟଙ୍କା ରହିଛି। ତେଣୁ ଡୋମେଷ୍ଟିକ ଭାରତୀୟ ଖେଳାଳି ସମୀର ରିଜଭୀ, ସ୍ୱସ୍ତିକ ଚିକ୍କାରା, ଆଶୁତୋଷ ଶର୍ମା, ଅଭିମନ୍ୟୁ ସିଂହ ଓ ସୌରଭ ଚୌହାନଙ୍କ ଭଳି ଖେଳାଳିଙ୍କୁ ଦଳ କିଣିବାକୁ ଚାହିଁବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story