ଆହତ ସତ୍ତ୍ୱେ ଲଢ଼ିଲେ ରୋହିତ, କିନ୍ତୁ ମ୍ୟାଚ୍‌ ସହ ସିରିଜ ଜିତିଲା ବାଂଲାଦେଶ

ମୀରପୁର: ଆହତ ସତ୍ତ୍ୱେ ଶେଷ ଯାଏ ସିରିଜ୍‌ ବଞ୍ଚାଇବାକୁ ବହୁତ ଚେଷ୍ଟା କଲେ ରୋହିତ ଶର୍ମା। କିନ୍ତୁ ୪୮ତମ ଓଭରରେ ମହମ୍ମଦ ସିରାଜ କୌଣସି ରନ ନ କରିବା ଟିମ ଇଣ୍ଡିଆକୁ ମହଙ୍ଗା ପଡ଼ିଛି। ରୋହିତ ୯ନଂରେ ବ୍ୟାଟିଂ କରିବାକୁ ଆସି ୨୮ ବଲରେ ଅପରାଜିତ ୫୧ ରନର ଇନିଂସ ଖେଳିଥିଲେ ମଧ୍ୟ ଭାରତ ବିଜୟ ଠାରୁ ୫ ରନ ଦୂରରେ ରହି ଯାଇଛି। ଏଥିସହ ବାଂଲାଦେଶ ଠାରୁ କ୍ରମାଗତ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ହାରି ସିରିଜ୍‌ […]

Rohit1

Rohit1

Hemant Lenka
  • Published: Wednesday, 07 December 2022
  • Updated: 07 December 2022, 10:28 PM IST

Sports

Latest News

ମୀରପୁର: ଆହତ ସତ୍ତ୍ୱେ ଶେଷ ଯାଏ ସିରିଜ୍‌ ବଞ୍ଚାଇବାକୁ ବହୁତ ଚେଷ୍ଟା କଲେ ରୋହିତ ଶର୍ମା। କିନ୍ତୁ ୪୮ତମ ଓଭରରେ ମହମ୍ମଦ ସିରାଜ କୌଣସି ରନ ନ କରିବା ଟିମ ଇଣ୍ଡିଆକୁ ମହଙ୍ଗା ପଡ଼ିଛି। ରୋହିତ ୯ନଂରେ ବ୍ୟାଟିଂ କରିବାକୁ ଆସି ୨୮ ବଲରେ ଅପରାଜିତ ୫୧ ରନର ଇନିଂସ ଖେଳିଥିଲେ ମଧ୍ୟ ଭାରତ ବିଜୟ ଠାରୁ ୫ ରନ ଦୂରରେ ରହି ଯାଇଛି। ଏଥିସହ ବାଂଲାଦେଶ ଠାରୁ କ୍ରମାଗତ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ହାରି ସିରିଜ୍‌ ହରାଇଛି ଟିମ ଇଣ୍ଡିଆ।

୨୦୧୬ରେ ବାଂଲାଦେଶ ସମାନ ଢଙ୍ଗରେ ଭାରତକୁ ଦିନିକିଆ ସିରିଜରେ ହରାଇଥିଲା। ଏବେ ମଧ୍ୟ ଭାରତ ବିପକ୍ଷ ୩ ଟିକିଆ ଦିନିକିଆ ସିରିଜ୍‌କୁ ଆଗୁଆ ୨-୦ରେ ବାଂଲାଦେଶ ଜିତି ନେଇଛି। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ମେହଦି ହାସଦନ ମିରଜାଙ୍କ ଅପରାଜିତ ଶତକ(୧୦୦) ଓ ମହମ୍ମଦୁଲ୍ଲାଙ୍କ ୭୭ ରନ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୨୭୧ ରନ କରିଥିଲା। ଏହାର ଜବାବରେ ଭାରତ ୯ ୱିକେଟ ହରାଇ ୨୬୬ ରନରେ ଅଟକି ଯାଇଛି।

ବାଂଲାଦେଶ ବ୍ୟାଟିଂର ଦ୍ୱିତୀୟ ଓଭରରେ ଆହତ ହୋଇଥିବା ରୋହିତ ଶର୍ମା ୨୭୨ ରନର ଚେଜ୍‌ ବେଳେ ଇନିଂସ ଆରମ୍ଭ କରିବାକୁ ଆସି ନଥିଲେ। ଫଳରେ ବିରାଟ କୋହଲି ଓ ଶିଖର ଧୱନ ମଙ୍ଗ ସମ୍ଭାଳିଥିଲେ। ତେବେ ବାଂଲାଦେଶ ଭଳି ଭାରତ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ। ବିରାଟ କୋହଲି(୫), ଶିଖର ଧୱନ(୮) , ପ୍ରମୋସନ ପାଇ ୪ନଂରେ ଆସିଥିବା ୱାଶିଂଟନ ସୁନ୍ଦର(୧୧) ଓ କେଏଲ ରାହୁଲ(୧୪) ସଅଳ ପ୍ୟାଭିଲିୟନ ଫେରିଥିଲେ।

ଭାରତ ୬୫ ରନରେ ୪ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। କିନ୍ତୁ ଶ୍ରେୟସ ଆୟର(୮୨) ଓ ଅକ୍ଷର ପଟେଲ(୫୬) ସ୍ଥିତି ସମ୍ଭାଳିବା ସହ ଦଳୀୟ ସ୍କୋରକୁ ୧୭୨ରେ ପହଞ୍ଚାଇଥିଲେ। ଦଳୀୟ ସ୍କୋର ୧୭୨ ଥିବା ବେଳେ ଶ୍ରେୟସ ଆୟରଙ୍କୁ ବ୍ୟାଟିଂରେ ଶତକ ହାସଲ କରିଥିବା ମିରାଜ ଆଉଟ କରି ଦେଇଥିଲେ। ଅକ୍ଷର ପଟେଲ ମଧ୍ୟ ଇବାଦତ ହୁସେନଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ।

ଶାର୍ଦ୍ଦୁଲ ଠାକୁର(୭) ଓ ଦୀପକ ଚହର(୧୧) ମଧ୍ୟ କିଛି କରିପାରି ନଥିଲେ। ଭାରତକୁ ଜିତିବା ପାଇଁ ୪୪ ବଲରେ ୬୫ ରନ ଦରକାର ଥିବା ବେଳେ ରୋହିତ ଶର୍ମା ୯ନଂରେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଥିଲେ। ଆହତ ସତ୍ତ୍ୱେ ସେ ଆସିବା କ୍ଷଣି ଛକାଚୌକା ମାରିଥିଲେ।

ସେ କେବଳ ଅନ୍ୟ ପଟେ ଥିବା ସିରାଜଙ୍କୁ ତାଙ୍କର ସାଥ ଦେବାକୁ କହିଥିଲେ। ଦଳକୁ ଜିତିବା ପାଇଁ ୩୦ ବଲରେ ୫୯ ରନ ଦରକାର ଥିବା ବଳେ ରୋହିତ ୪୬ତମ ଓଭରରେ ୧୮ ରନ ଆଦାୟ କରିଥିଲେ। ୨୪ ବଲରେ ଭାରତକୁ ୪୧ ରନ ଆବଶ୍ୟକ ଥିବା ବେଳେ ମହମ୍ମଦ ସିରାଜ ଷ୍ଟ୍ରାଇକକୁ ଆସିଥିଲେ। ତାଙ୍କୁ କେବଳ ୧ ରନ କରି ରୋହିତ ଶର୍ମାଙ୍କୁ ଷ୍ଟ୍ରାଇକ ଦେବାର ଥିଲା। କିନ୍ତୁ ମହମ୍ମଦୁଲ୍ଲାଙ୍କ ୪ଟି ବଲ ଖେଳି ସେ ମାତ୍ର ୧ ରନ କରିବାକୁ ସକ୍ଷମ ହୋଇଥିଲେ।

ରୋହିତ ଶର୍ମା ଶେଷ ୨ଟି ବଲରୁ ଗୋଟିଏ ସିଙ୍ଗଲ ନେଇ ଷ୍ଟ୍ରାଇକ ନିଜ ପାଖରେ ରଖିବାକୁ ଚାହୁଁଥିଲେ ମଧ୍ୟ ଏହା ସମ୍ଭବ ହୋଇ ନଥିଲା। ଶେଷରେ ୧୮ ବଲରେ ଭାରତକୁ ୪୦ ରନ ଦରକାର ପଡ଼ିଥିଲା। ମହମ୍ମଦ ସିରାଜ ଏହି ଗୁରୁତ୍ୱପୂର୍ଣ୍ଣ ୪୮ତମ ଓଭର ଷ୍ଟ୍ରାଇକ କରିଥିଲେ ମଧ୍ୟ କୌଣସି ରନ ହାସଲ କରି ପାରି ନଥିଲେ। ଏହା ହିଁ ଥିଲା ମ୍ୟାଚ୍‌ର ଟର୍ଣ୍ଣିଂ ପଏଣ୍ଟ।

ଶେଷ ଦୁଇ ଓଭରରେ ୪୦ ରନ ଦରକାର ଥିବା ବେଳେ ରୋହିତ ଅସହ୍ୟ ଯନ୍ତ୍ରଣା ସତ୍ତ୍ୱେ କେବଳ ୩୪ ରନ କରିବାକୁ ସକ୍ଷମ ହୋଇଥିଲେ। ପ୍ରଥମେ ସେ ୪୯ତମ ଓଭରରେ ମହମ୍ମଦୁଲ୍ଲାଙ୍କ ଠାରୁ ୨୦ ରନ ଆଦାୟ କରିଥିଲେ। ଶେଷ ଓଭର ପକାଇବାକୁ ଆସିଥିଲେ ମୁସ୍ତାଫିଜୁର। ରୋହିତ ଏହି ଓଭରରେ ଗୋଟିଏ ଛକା ଓ ଗୋଟିଏ ଚୌକା ମାରିଥିଲେ। ଶେଷ ବଲରେ ଜିତିବାକୁ ୬ ରନ ଆବଶ୍ୟକ ଥିବା ବେଳେ ମୁସ୍ତାଫିଜୁର ଚମତ୍କାର ୟର୍କର ପକାଇଥିଲେ। ଫଳରେ ରୋହିତଙ୍କ ସବୁ ଚେଷ୍ଟା ବିଫଳ ହୋଇଥିଲା।

ଏଥିସହ ଭାରତ ବିଜୟ ଠାରୁ ୬ ରନ ଦୂରରେ ରହି ଯାଇଥିଲା। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୨୬୬ ରନ କରିବାରୁ ବାଂଲାଦେଶ ୫ ରନରେ ମ୍ୟାଚ୍‌ ସହ ସିରିଜ ହାତେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story