ଜଣେ ନିରୀହ ବ୍ୟକ୍ତିଙ୍କୁ ଠକିବା ପାଇଁ ରଚିଥିଲେ ଭୟଙ୍କର ଷଡ଼ଯନ୍ତ୍ର। ଜମି ଅସଲି କିନ୍ତୁ ମାଲିକ ନକଲି। ନକଲି ଜମି ମାଲିକ, ନକଲି ସ୍ତ୍ରୀ ଓ ନକଲି ପୁଅ। ସବୁ ନକଲି। ଏପରିକି ଜମି ବିକ୍ରି ପାଇଁ ଆବଶ୍ୟକୀୟ କାଗଜପତ୍ର ଓ ଅଫିସିଆଲ ଷ୍ଟାମ୍ପ ବି ନକଲି। ନକଲି ମାଲିକ ସାଜି ଜମି ବିକ୍ରି ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଛି ଢେଙ୍କାନାଳ ଟାଉନ ଥାନା ପୋଲିସ।
https://youtu.be/zeB97ugPwUQ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।