ଇଚ୍ଛା ହେଲେ ସ୍କୁଲ ଆସୁଛନ୍ତି, ଇଚ୍ଛା ନ ହେଲେ ଆସୁ ନାହାଁନ୍ତି! ସରକାରୀ ସମୟକୁ ବେଖାତିର ପୁଣି ମନଇଚ୍ଛା ଛୁଟି! ଯେଉଁଥିପାଇଁ କୋର୍ସ ସରୁନି, ପିଲା ଅଧାପାଠ ଜାଣୁନାହାଁନ୍ତି! ଉପାନ୍ତ ଅଞ୍ଚଳରେ ଶିକ୍ଷକ ସ୍କୁଲ ସହ ବୋଧେ ଲୁଚକାଳି ଖେଳୁଛନ୍ତି। ଶିକ୍ଷାବ୍ୟବସ୍ଥାର ପେଟରେ ଛୁରୀ ମାରୁଛନ୍ତି ସରକାରୀ ଶିକ୍ଷକ।
https://youtu.be/Q6eUNLPIf78
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।