ବନ୍ୟା ବିପନ୍ନ ଗାଁ-ଗହଳିରେ ଝିଅ ବୋହୁମାନେ ଏବେ ଏଭଳି ସମସ୍ୟାରେ ଛନ୍ଦି ହୋଇଯାଇଛନ୍ତି, ଯାହାକୁ ନା’ କହି ହେଉଛି ନା ସହି ହେଉଛି। ଋତୁସ୍ରୋବ ଏଭଳି ଏକ ପ୍ରକୃତିକ ଅବସ୍ଥା ଯାହାକୁ ଅଣଦେଖା କରିବା କେତେ ଗମ୍ଭୀର ହୋଇପାରେ ଏକଥା ଅଳ୍ପ ବହୁତେ ସମସ୍ତେ ବୁଝନ୍ତି। ବର୍ଷା ଆଉ ବନ୍ୟା ଭିତରେ ଋତୁସ୍ରାବ ମହିଳାକୁ କେତେ ଯେ ଅସୁବିଧାରେ ପକାଏ ତାହା କେବଳ ଗୋଟେ ମହିଳା ହିଁ ବୁଝିପାରେ ..
https://www.youtube.com/watch?v=Nb0o_7klog0
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ବାଣ ବଜାରରେ ଭୟଙ୍କର ବିସ୍ଫୋରଣ, ପାଉଁଶ ହୋଇଗଲା ୬୬ ଦୋକାନ
ବାଣ ବଜାରରେ ନିଆଁ ଲାଗି ଜଳିଗଲା ୬୬ ଦୋକାନ। ଭୟଙ୍କର ବିସ୍ଫୋରଣ ପରେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ୪ ଦମକଳ ବାହିନୀ।
Politics
ରାଜ ଠାକେରଙ୍କ ପୁଅ ଅମିତଙ୍କୁ ସମର୍ଥନ କଲା ବିଜେପି, ସିନ୍ଦେ ସେନା ପ୍ରାର୍ଥୀ ଜଳକା
ମହିମ ଆସନରେ ତ୍ରିମୁଖୀ ଲଢ଼େଇ ହେବାକୁ ଯାଉଛି। ମହାରାଷ୍ଟ୍ର ନବନିର୍ମାଣ ସେନା ପକ୍ଷରୁ ଏଠାରେ ରାଜ ଠାକରେଙ୍କ ପୁଅ ଅମିତ ପ୍ରାର୍ଥୀ ହୋଇଛନ୍ତି। ବର୍ତ୍ତମାନର ଶିବସେନା ବିଧାୟକ ସଦା ସର୍ବନକର ଓ ଶିବସେନା(ୟୁବିଟି) ମହେଶ ସାୱନ୍ତ ମଧ୍ୟ ଏଠାରେ ଲଢ଼େଇ କରୁଛନ୍ତି।
Business
ନଭେମ୍ବରରେ ୧୩ ଦିନ ବ୍ୟାଙ୍କ ଛୁୁଟି
ନଭେମ୍ବର ମାସ ପାଇଁ ବ୍ୟାଙ୍କ ଛୁଟି ତାଲିକା ଜାରି କଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ଦ୍ୱିତୀୟ ଓ ଚତୁର୍ଥ ଶନିବାର ଓ ଚାରିଟି ରବିବାରକୁ ମିଶାଇ ମୋଟ ୧୩ ଦିନ ଛୁଟି।
National
ଦୀପାବଳି ପାଳିବାକୁ ନେଉଥିବା ବାଣ ଅଧା ବାଟରେ ସାଜିଲା କାଳ; ଜଣେ ମୃତ, ୬ ଗୁରୁତର
ଦୀପାବଳି ପାଳିବାକୁ ବାଇକରେ ବାଣ ନେଉଥିବାବେଳେ ଅଧାବାଟରେ ଘଟିଲା ବିସ୍ଫୋରଣ। ଦୁର୍ଘଟଣାରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।
Crime
ରୁଟି ଦେବାକୁ ମନା କରିବାରୁ ଚତୁର୍ଥ ମହଲାରୁ ଶ୍ରମିକଙ୍କୁ ଠେଲି ହତ୍ୟା
ରୁଟି ଦେବାକୁ ମନା କରିବାରୁ ଶ୍ରମିକଙ୍କୁ ଫ୍ୟାକ୍ଟ୍ରିର ଚତୁର୍ଥ ମହଲାରୁ ତଳକୁ ଠେଲି ହତ୍ୟା କରାଯାଇଛି। ରାଜଧାନୀ ଦିଲ୍ଲୀରୁ ଆସିଛି ଲୋମହର୍ଷଣକାରୀ ମାମଲା। ଅଭିଯୁକ୍ତ ଗିରଫ।