ମାଛ ଧରି ଫେରୁଥିବା ବେଳେ ଓଲଟିଲା ଡଙ୍ଗା: ୫ ଉଦ୍ଧାର, ୩ ଜଣଙ୍କ ପତ୍ତା ମିଳୁନି

ପାରାଦୀପ ପୋର୍ଟ ଓ କୋଷ୍ଟଗାର୍ଡ ଉଦ୍ଧାର ପାଇଁ ଯାଇଥିଲା। ବହୁ ଖୋଜାଖୋଜି ପରେ ପାରାଦୀପ ପୋର୍ଟର ଟଗ୍‌ ବୁଟ୍‌ ଦୁଇ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରିଛି। ସେପଟେ ମତ୍ସ୍ୟଜୀବୀମାନେ ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରି କୂଳକୁ ଆଣୁଛନ୍ତି।

Paradeep PhotoOR

ଉଦ୍ଧାର କାର୍ଯ୍ୟ ଚାଲିଛି

Manoranjan Sial
  • Published: Tuesday, 19 September 2023
  • Updated: 19 September 2023, 09:11 PM IST

Sports

Latest News

ଗଭୀର ସମଦ୍ରକୁ ମାଛ ଧରିବା ପାଇଁ ଯାଇଥିଲେ। ମାଛ ଧରି ଆଜି କୂଳକୁ ଫେରିଥିବା ବେଳେ ମୁହାଣରେ ଓଲଟି ପଡ଼ିଲା ଡଙ୍ଗା। ଯାହାଫଳରେ ୮ ଜଣ ମତ୍ସ୍ୟଜୀବୀ ଭାସି ଯାଇଥିଲେ। ବହୁ ଖୋଜାଖୋଜି ପରେ ସେମାନଙ୍କ ଭିତରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଛି। ହେଲେ ଏବେ ମଧ୍ୟ ୩ ଜଣଙ୍କ ପତ୍ତା ମିଳୁନି। ମେରାଇନ୍‌, କୋଷ୍ଟଗାର୍ଡ ଓ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ର ଖୋଜୁଛନ୍ତି। ଜଗତସିଂହପୁର ଜିଲ୍ଲା ପାରାଦୀପରୁ ଏପରି ଖବର।

ଦୁଇ ଦିନ ତଳେ ପାରାଦୀପ ଅଞ୍ଚଳର ୮ ଜଣ ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ଗଭୀର ସମୁଦ୍ରକୁ ଯାଇଥିଲେ। ମାଛ ଧରି ସେମାନେ ଆଜି ଅପରାହ୍ନରେ କୂଳକୁ ଫେରୁଥିଲେ। କୂଳରେ ପହଞ୍ଚିବା ପୂର୍ବରୁ ମୁହାଣଠାରୁ ଅଳ୍ପଦୂର(ମହାନଦୀ ଓ ସମୁଦ୍ରର ମିଳନ ସ୍ଥଳ)ରେ ହଠାତ୍‌ ଡଙ୍ଗାଟି ଜୁଆର ମାଡ଼ରେ ଓଲଟି ପଡ଼ିଥିଲା। ଯାହାଫଳରେ ମତ୍ସ୍ୟଜୀବୀମାନେ ଭାସି ଯାଇଥିଲେ। ସେମାନଙ୍କ ଚିତ୍କାର ଶୁଣି ନିକଟରେ ମାଛ ଧରୁଥିବା ମତ୍ସ୍ୟଜୀବୀମାନେ ଉଦ୍ଧାର ପାଇଁ ଯାଇଥିଲେ।

Also Read

ଖବର ପାଇ ପାରାଦୀପ ପୋର୍ଟ ଓ କୋଷ୍ଟଗାର୍ଡ ଉଦ୍ଧାର ପାଇଁ ଯାଇଥିଲା। ବହୁ ଖୋଜାଖୋଜି ପରେ ପାରାଦୀପ ପୋର୍ଟର ଟଗ୍‌ ବୁଟ୍‌ ଦୁଇ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରିଛି। ସେପଟେ ମତ୍ସ୍ୟଜୀବୀମାନେ ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରି କୂଳକୁ ଆଣୁଛନ୍ତି। ବର୍ତ୍ତମାନ ସୁଦ୍ଧା ୩ ଜଣ ନିଖୋଜ ଅଛନ୍ତି। ସନ୍ଧ୍ୟା ବେଳେ ସେମାନଙ୍କୁ ଖୋଜିବା ପାଇଁ କୋଷ୍ଟଗାର୍ଡ ହେଲିକପ୍ଟର ଯାଇଥିଲା। ମାତ୍ର ଅନ୍ଧକାର ହୋଇଥିବାରୁ ଉଦ୍ଧାର କରିବା ସମ୍ଭବପର ହୋଇନଥିଲା। ତେଣୁ କୋଷ୍ଟଗାର୍ଡ ହେଲିକପ୍ଟର ଫେରି ଆସିଥିଲା। ଏବେ ମଧ୍ୟ ମତ୍ସ୍ୟଜୀବୀ ଓ ପାରାଦୀପ ପୋର୍ଟର ଗୋଟିଏ ଟିମ୍‌ ନିଖୋଜ ଥିବା ୩ ଜଣଙ୍କୁ ଖୋଜୁଛନ୍ତି। ହେଲେ ସେମାନଙ୍କ ପତ୍ତା ମିଳୁନାହିଁ।

ରିପୋର୍ଟ- ପାରାଦୀପରୁ ରମାକାନ୍ତ ନାୟକ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story