ଖୁସି କିଣିବାକୁ ଯାଇ ହସ୍ପିଟାଲରେ ପୁଅ

ମିଲୁ ଏବେବି ସଂଜ୍ଞାହୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି, ଆଉ ପାଖରେ ଟଙ୍କା ନଥିବାରୁ ଡ଼ାକ୍ତରଖାନା କର୍ତ୍ତୃପକ୍ଷ ମିଲୁଙ୍କ ଚିକିତ୍ସା ବନ୍ଦ କରିଦେଇଛନ୍ତି ।

Manoj Swain
  • Published: Tuesday, 14 November 2023
  • Updated: 14 November 2023, 03:43 PM IST

Sports

Latest News

କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଅନ୍ତର୍ଗତ ବରମାଳ ଗାଁର ଗୋଲକ ଜେନା । ତାଙ୍କ ଆଶାର ଆଲୋକ ତଥା ତାଙ୍କ ପୁଅ ମିଲୁ ଜେନା ବେଙ୍ଗାଲୁରୁରେ ଡ୍ରାଇଭର ଭାବେ କାମ କରୁଥିଲେ । ସେଠାରେ ମିଲୁ ଏକ ଦୁର୍ଘଟଣାର ଶିକାର ହୋଇ ଗୁରୁତର ହୋଇଥିଲେ । ମିଲୁ ଏବେବି ସଂଜ୍ଞାହୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି, ଆଉ ପାଖରେ ଟଙ୍କା ନଥିବାରୁ ଡ଼ାକ୍ତରଖାନା କର୍ତ୍ତୃପକ୍ଷ ମିଲୁଙ୍କ ଚିକିତ୍ସା ବନ୍ଦ କରିଦେଇଛନ୍ତି । ତେବେ ଏହି ଦୁର୍ଘଟଣା ପରେ ମିଲୁକୁ ବଞ୍ଚେଇବା ପାଇଁ ଆକୁଳ ନିବେଦନ କରିଛନ୍ତି ପରିବାର ଲୋକ ।  

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos