ରାସ୍ତାରେ ଗଲାବେଳେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ

ରାସ୍ତା ଉପରେ ଟ୍ରକଟି ହୁତୁହୁତୁ ହୋଇ ଜଳୁଥିବାର ସ୍ଥାନୀୟ ଲୋକେ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

Fira PhotoOR

ଟ୍ରକଟି ନିଆଁ ଲାଗିବା ପରେ ରାସ୍ତାରେ ଛିଡ଼ାହୋଇଛି

Biswajit Samal
  • Published: Wednesday, 17 April 2024
  • Updated: 17 April 2024, 04:37 PM IST

Sports

Latest News

କରଞ୍ଜିଆରେ ଚଳନ୍ତା ଟ୍ରକରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଲେ ଟ୍ରକ ଚାଳକ ଓ ହେଲପର। ୪୯ ନମ୍ବର ଜାତୀୟ ରାଜପଥରେ ଘଟିଛି ଏଭଳି ଅଘଟଣ।

ଆଜି ସକାଳେ ଏକ ଆଇରନ ବୋଝେଇ ୧୪ ଚକିଆ ଟ୍ରକଟି କେନ୍ଦୁଝରରୁ କୋଲାକତା ଅଭିମୁଖେ ଯାଉଥିଲା। ୪୯ ନମ୍ବର ଜାତୀୟ ରାଜପଥ ର ସିଙ୍ଗଡ଼ା ନିକଟରେ ହଠାତ ଗାଡ଼ିରେ ନିଆଁ ଲାଗିଗଲା। ରାସ୍ତା ଉପରେ ଟ୍ରକଟି ହୁତୁହୁତୁ ହୋଇ ଜଳୁଥିବାର ସ୍ଥାନୀୟ ଲୋକେ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Also Read

ରାସ୍ତା ଉପରେ ନିଆଁ ଲାଗିଥିବାରୁ ରାସ୍ତାର ଉଭୟ ପାଶ୍ୱରେ ଶହଶହ ଗାଡ଼ି ଅଟକି ରହିଛି। ତେବେ ନିଆଁ କିପରି ଲାଗିଲା ଜଣା ପଡ଼ି ନଥିଲେ ବି ଆଜି ପ୍ରବଳ ରୁଦ୍ରତାପ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story