ସ୍କର୍ପିଓ ଉପରେ ଚଢ଼ିଗଲା ଟ୍ରକ୍, ଚାଲିଗଲା ୬ ଜୀବନ

ବିବାହ ଉତ୍ସବରେ ସାମିଲ ହେବାକୁ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଧରି ଯାଉଥିବା ଏକ ସ୍କର୍ପିଓ ଉପରେ ଚଢ଼ିଗଲା ଟ୍ରକ୍‌।

Accident

ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି।

Niharika Rout
  • Published: Tuesday, 30 April 2024
  • Updated: 30 April 2024, 07:53 AM IST

Sports

Latest News

ବିହାରର ଭାଗଲପୁରରେ ଗତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବିବାହ ଉତ୍ସବରେ ସାମିଲ ହେବାକୁ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଧରି ଯାଉଥିବା ଏକ ସ୍କର୍ପିଓ ଉପରେ ଚଢ଼ିଗଲା ଟ୍ରକ୍‌। ଏହି ଦୁର୍ଘଟଣାରେ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ବିହାରର ଭାଗଲପୁର ଜିଲ୍ଲାର ଆମାପୁର ଗାଁ ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି।

ଏକ ବିବାହ ଉତ୍ସବରେ ସାମିଲ ହେବାକୁ ୧୦ରୁ ଅଧିକ ଲୋକ ଏକ ସ୍କର୍ପିଓରେ ମୁଙ୍ଗେରରୁ ପିରପେନ୍ତି ଯାଉଥିଲେ। ସ୍କର୍ପିଓଟି ଆମାପୁର ଗାଁ ନିକଟରେ ଯାଉଥିବା ବେଳେ ଦ୍ରୁତ ଗତିରେ ଯାଉଥିବା ଏକ ବାଲି ବୋଝେଇ ଟ୍ରକ୍‌ ଅନିୟନ୍ତ୍ରିତ ହୋଇ ସ୍କର୍ପିଓକୁ ପିଟିଥିଲା।

ଟ୍ରକ୍‌ଟି ସ୍କର୍ପିଓ ଉପରେ ଓଲଟି ପଡ଼ିଥିବା ବେଳେ ତାହା ସମ୍ପୂର୍ଣ୍ଣ ଭାବେ ଚାପି ହୋଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା।

Also Read

ଖବର ପାଇ ପୁଲିସ୍‌ ପହଞ୍ଚି ଟ୍ରକ୍‌ ତଳେ ଚାପି ହୋଇଥିବା ସ୍କର୍ପିଓକୁ ବାହାର କରି ତା’ ଭିତରୁ ଲୋକଙ୍କୁ ଉଦ୍ଧାର କରିଥିଲା। ଗୁରୁତରଙ୍କୁ ପ୍ରଥମେ ସ୍ଥାନୀୟ ମେଡିକାଲ ପଠାଯାଇଥିବା ବେଳେ ମୃତକଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି। ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story