ମିଛ ସାକ୍ଷୀ ଦେବା ମହଙ୍ଗା ପଡ଼ିଲା; ଚାକିରିରୁ ବିଦା ହେଲେ ସହକାରୀ ଯନ୍ତ୍ରୀ

ଏକ ଭିଜିଲାସନ୍ସ ମାମଲାରେ ମିଛ ସାକ୍ଷୀ ଦେବା କାରଣରୁ ଚାକିରି ହରାଇଲେ ସହକାରୀ ଯନ୍ତ୍ରୀ।

Witness

Representational Image

Niharika Rout
  • Published: Saturday, 29 July 2023
  • Updated: 29 July 2023, 12:25 PM IST

Sports

Latest News

ମିଛ ସାକ୍ଷୀ ଦେଇ ଚାକିରି ଗଲା । ଏକ ଭିଜିଲାସନ୍ସ ମାମଲାରେ ମିଛ ସାକ୍ଷୀ ଦେବା କାରଣରୁ ଚାକିରି ହରାଇଲେ ସହକାରୀ ଯନ୍ତ୍ରୀ। ସମ୍ବଲପୁରର ଏକ ଭିଜିଲାନ୍ସ ମାମଲାର ବିଚାର ସମୟରେ ମିଛ ସାକ୍ଷୀ ଦେବାକୁ ନେଇ ବରଗଡ ବିଜେପୁର RWSS ସହକାରୀ ଯନ୍ତ୍ରୀ ଉପେନ୍ଦ୍ର ଭଞ୍ଜ ନାଏକଙ୍କୁ ସରକାର ଚାକିରିରୁ ବହିଷ୍କାର କରିଛନ୍ତି ।

ଗତ ୨୦୧୧ ମସିହାରେ ଉପେନ୍ଦ୍ର ବରଗଡ଼ ସୋହେଲାରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ । ଉକ୍ତ ସମୟରେ ବରଗଡ଼ ୱେଷ୍ଟ ଇଲେକ୍ଟ୍ରିକାଲ ଡିଭିଜନର ବରିଷ୍ଠ କିରାଣୀ ଆନନ୍ଦ ସରାଫଙ୍କ ଟ୍ରାପ କେସରେ ସେ ସରକାରୀ ସାକ୍ଷୀ ଭାବେ ଉପସ୍ଥିତ ଥିଲେ । ସମସ୍ତ ଘଟଣା ତାଙ୍କ ସମ୍ମୁଖରେ ହୋଇଥିଲା ।

Also Read

ତେବେ ମାମଲାର ବିଚାର ସମୟରେ ସେ ନିଜ ବୟାନ ବଦଳାଇ ଦେଇଥିଲେ ବୋଲି ଭିଜିଲାନ୍ସ ଅଭିଯୋଗ କରିଥିଲା । ଏହି ଅଭିଯୋଗ ଆଧାରରେ ଉପେନ୍ଦ୍ରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଅନୁଯାୟୀ ତାଙ୍କୁ ସରକାର ଚାକିରିରୁ ବହିଷ୍କାର କରିଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆ ଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story