କମ୍ୟୁନିଟି ସେଣ୍ଟର ପାଇଁ ତୁମୁଳ କାଣ୍ଡ, ୱାର୍ଡ ମେମ୍ବରଙ୍କୁ ନିର୍ଧୂମ ଛେଚିଲେ

ଗତକାଲି ଉକ୍ତ ସେଣ୍ଟରର ଛାତ ପକାଯିବା ନିମନ୍ତେ ମିସ୍ତ୍ରୀମାନେ ଯାଇଥିଲେ। ମାତ୍ର ଉପେନ୍ଦ୍ରଙ୍କ ପରିବାର ସେମାନଙ୍କୁ ମାରିଦେବାର ଧମକ ଦେଇ ପଳାଇବାକୁ ଚେତାବନୀ ଦେଇଥିଲେ।

Attack

ୱାର୍ଡ ମେମ୍ବରଙ୍କୁ ନିର୍ଧୂମ ମାଡ଼ ।

Niharika Rout
  • Published: Wednesday, 21 February 2024
  • Updated: 21 February 2024, 01:21 PM IST

Sports

Latest News

କମ୍ୟୁନିଟି ସେଣ୍ଟର ନିର୍ମାଣକୁ ନେଇ ତୁମୁଳ କାଣ୍ଡ। ୱାର୍ଡ ମେମ୍ବରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଏକ ପରିବାର ସଦସ୍ୟ । ଏପରି ଏକ ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଧିନସ୍ଥ ବରଣ୍ଡୁଆ ପଞ୍ଚାୟତ ମଧୂସୁଦନପୁର ଗ୍ରାମରେ ଘଟିଛି।

ମଧୁସୂଦନପୁର ଗ୍ରାମରେ ‘ଆମ ଓଡିଶା ନବୀନ ଓଡିଶା’ ଯୋଜନାରେ କମ୍ୟୁନିଟି ସେଣ୍ଟର ନିର୍ମାଣ ନିମନ୍ତେ ଅନୁମୋଦନ ଆସିଥିଲା। ମାତ୍ର ଉକ୍ତ ଜାଗାକୁ ଉପେନ୍ଦ୍ର ସାହୁଙ୍କ ପରିବାର ଜବରଦଖଲ କରି ରଖିଥିବାରୁ ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା। ପରେ ବିବାଦର ସମାଧାନ କରାଯାଇ ଉକ୍ତ ଜାଗାରେ କମ୍ୟୁନିଟି ସେଣ୍ଟର ନିର୍ମାଣ କରାଯାଇଥିଲା।

Also Read

ଖବର ପାଇ ୱାର୍ଡ ମେମ୍ବର ସୁରେଶ ଚନ୍ଦ୍ର ପାଣିଗ୍ରାହୀ ପହଞ୍ଚିବାରୁ ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ହୋଇଥିଲା। ଏହାପରେ ଉପେନ୍ଦ୍ର, ତାଙ୍କ ସ୍ତ୍ରୀ, ପୁଅ ଓ ଭାଇ ମିଶି ୱାର୍ଡ ମେମ୍ବରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ସହ ତାଙ୍କ ମୁଣ୍ଡକୁ ଇଟା ପକାଇଥିଲେ।

ୱାର୍ଡ ମେମ୍ବର ସୁରେଶ ଚନ୍ଦ୍ର ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହେବା ସହ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କାହାକୁ ଗିରଫ କରି ନ ଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story