ବଦନାମ କଲା ଝିଅ, ମୃତ୍ୟୁ ମାଗିଲା ମା'

ନିଜ ଝିଅକୁ ନେଇ ଜଣେ ମା ଏଭଳି କାହିଁକି କହୁଛନ୍ତି ? କଣ ଏମିତି ଭୁଲ କରିଛି ଝିଅ ?

Manoj Swain
  • Published: Tuesday, 19 March 2024
  • Updated: 19 March 2024, 01:03 PM IST

ମୋ ଝିଅ ମରି ଯାଉ। ସେ କଳଙ୍କିନି, ତା ମୁହଁ ଦେଖିବାକୁ ଚାହୁଁନୁ। ଗୋଟିଏ ପରିବାର ଛାରଖାର କରି ଦେଲା ଆଉ ଆମ ମୁହଁ ତଳକୁ କଲା। ସେ ବଞ୍ଚିକି ଲାଭ କ'ଣ। ଘରର ବଢିଲା ଝିଅକୁ ନେଇ ଜଣେ ମା ଏଭଳି କାହିଁକି କହୁଛନ୍ତି ? କଣ ଏମିତି ଭୁଲ କରିଛି ଝିଅ ? ଏ ହେଉଛି ବହୁ ଚର୍ଚ୍ଚିତ ରାଜଧାନୀର ଚିନ୍ତାମଣିଶ୍ୱର ଅଞ୍ଚଳର ହତ୍ୟାକାଣ୍ଡର ଘଟଣା । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos