ନିଜକୁ ଗୁଳି କରିଦେଲେ ଯୁବକ, ଲେଖିଲେ- ୩୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବାକୁ ଚାହୁଁଥିଲି

ନିଜ ସୁଇସାଇଡ ନୋଟ୍‌ରେ ଯୁବକଜଣକ ଉଲ୍ଲେଖ କରିଛନ୍ତି, ୩୦ ବର୍ଷରେ ନିଜ ଜୀବନର ଅନ୍ତ ଘଟାଇବା ନିମନ୍ତେ ମୁଁ ବହୁ ପୂର୍ବରୁ ନିଷ୍ପତ୍ତି ନେଇ ସାରିଥିଲି। ୯ ବର୍ଷ ତଳେ ମୁଁ ଏହି ଚରମ ନିଷ୍ପତ୍ତି ନେଇଥିବା ବେଳେ ଏଥିନିମନ୍ତେ ନିଜକୁ ମାନସିକ ଭାବେ ପ୍ରସ୍ତୁତ କରୁଥିଲି।

Firing

Representational Image

Niharika Rout
  • Published: Friday, 08 September 2023
  • Updated: 08 September 2023, 10:25 AM IST

Sports

Latest News

ମୋ’ ଜୀବନରେ କୌଣସି ସମସ୍ୟା ନାହିଁ। କେହି ମୋତେ ମାନସିକ ନିର୍ଯାତନା ଦେଉ ନାହାନ୍ତି। ମାତ୍ର ମୋର ଅଧିକ ଦିନ ବଞ୍ଚିବାକୁ ଇଚ୍ଛା ନାହିଁ। ୩୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବି ବୋଲି ସ୍ଥିର କରିଥିଲି । ତେଣୁ ମୁଁ ନିଜେ ନିଜ ଜୀବନ ଶେଷ କରୁଛି, ଏଥିପାଇଁ କେହି ଦାୟୀ ନୁହନ୍ତି। ଏପରି ଏକ ଘଟଣା ମଧ୍ୟପ୍ରଦେଶର ଇନ୍ଦୋରରେ ଘଟିଥିବା ବେଳେ ମୃତ ଯୁବକଜଣକ ଜଣେ ହୋଟେଲ ମାଲିକ ବୋଲି ଜଣାଯାଇଛି।

ଯୁବକଜଣକ ଇନ୍ଦୋରର ହୀରା ନଗର ଅଞ୍ଚଳରେ ରହୁଥିବା ବେଳେ ଚଟାଣରେ ତାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର ପଡ଼ିଥିଲା। ପାଖରେ ଏକ ବନ୍ଧୁକ ପଡ଼ିଥିବା ବେଳେ ତାହାକୁ ପୁଲିସ୍‌ ଜବତ କରିଛି। ଉକ୍ତ ବନ୍ଧୁକଟିକୁ ଯୁବକଜଣକ ୨୦୧୬ ମସିହାରେ ଆତ୍ମରକ୍ଷା ପାଇଁ ଆଣିଥିବା ଜଣାଯାଇଛି।

Also Read

ମୃତ୍ୟୁ ପୂର୍ବରୁ ୩୦ ବର୍ଷୀୟ ଯୁବକଜଣକ ଏକ ୭ ପେଜର ସୁଇସାଇଡ ନୋଟ ଛାଡ଼ି ଯାଇଛନ୍ତି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଯୁବକଙ୍କ ମାନସିକ ସ୍ଥିତି ଠିକ୍‌ ନ ଥିବା କହିଛି।

ଏଥିସହ ସେ ଲେଖିଛନ୍ତି, ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି। ମୋତେ କେହି ଆତ୍ମହତ୍ୟା ପାଇଁ ବାଧ୍ୟ କରି ନଥିବା ବେଳେ ଏହି ନିଷ୍ପତ୍ତି ମୋର ନିଜସ୍ୱ। ତେଣୁ ମୋ’ ମୃତ୍ୟୁ ପାଇଁ କାହାକୁ ଦାୟୀ କରିବେ ନାହିଁ। ଯୁବକଜଣକ ଅବିବାହିତ ଥିବା ବେଳେ ତାଙ୍କ ପରିବାର ସମ୍ପର୍କରେ ସବିଶେଷ ସୂଚନା ମିଳି ପାରିନି। 

ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରାଥମିକ ତଦନ୍ତରୁ ଯୁବକଜଣକ ମାନସିକ ଭାବେ ଠିକ୍‌ ନ ଥିବା ପୁଲିସ୍‌ କହୁଥିବା ବେଳେ ସବୁ ଦିଗରୁ କିନ୍ତୁ ତଦନ୍ତ ଚାଲିଥିବା ଅଧିକାରୀ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story