ସ୍ୱର୍ଗ ସୁଖ ପାଇବାକୁ ଯାଇଥିଲେ, କିନ୍ତୁ ଜୀବନ ନେଇଗଲା ମିଛ ପ୍ରେମ

ବିବାହ କରିବା ସତ୍ତ୍ୱେ ଡେଟିଂ ଆପ୍‌ରେ ମହିଳାଙ୍କ ଠାରୁ ଖୁସି ଖୋଜିବା ଦୁଷ୍ୟନ୍ତ ଶର୍ମାଙ୍କୁ ମହଙ୍ଗା ପଡ଼ିଛି। ଦୁଷ୍ୟନ୍ତଙ୍କୁ ହତ୍ୟା କରିବା ଘଟଣାରେ ପ୍ରିୟା ଓ ତାଙ୍କର ଦୁଇ ପାର୍ଟନରଙ୍କୁ ଆଜି ମିଳିଛି ଆଜୀବନ ଜେଲଦଣ୍ଡ।

Priya

ବାମରୁ ପ୍ରିୟା ଓ ଦୁଷ୍ୟନ୍ତ ଶର୍ମା

Hemant Lenka
  • Published: Saturday, 25 November 2023
  • Updated: 25 November 2023, 07:19 PM IST

Sports

Latest News

ଡେଟିଂ ଆପ୍‌ ଟିଣ୍ଡରରୁ ଆରମ୍ଭ ହୋଇଥିଲା ପ୍ରେମ କାହାଣୀ। ମିଛର ମୂଳଦୁଆ ଉପରେ ଗଢ଼ି ଉଠିଥିବା ଏହି ଲଭଷ୍ଟୋରୀ ଶେଷରେ ମର୍ଡରର ରୂପ ନେଇଛି। ପ୍ରେମ ଜାଲରେ ଫସାଇ ପ୍ରିୟା ସେଠ ନିଜର ଲିଭଇନ ପାର୍ଟନରଙ୍କ ସହ ମିଶି ଦୁଷ୍ୟନ୍ତ ଶର୍ମାଙ୍କୁ ସବୁ ଦିନ ପାଇଁ ପରପାରିକୁ ପଠାଇ ଦେଇଛନ୍ତି।

ବିବାହ କରିବା ସତ୍ତ୍ୱେ ଡେଟିଂ ଆପ୍‌ରେ ମହିଳାଙ୍କ ଠାରୁ ଖୁସି ଖୋଜିବା ଦୁଷ୍ୟନ୍ତ ଶର୍ମାଙ୍କୁ ମହଙ୍ଗା ପଡ଼ିଛି। ଦୁଷ୍ୟନ୍ତଙ୍କୁ ହତ୍ୟା କରିବା ଘଟଣାରେ ପ୍ରିୟା ଓ ତାଙ୍କର ଦୁଇ ପାର୍ଟନରଙ୍କୁ ଆଜି ମିଳିଛି ଆଜୀବନ କାରାଦଣ୍ଡ। ଏମିତି ଥିଲା ପୂରା କହାଣୀ...

୨୮ ବର୍ଷୀୟ ଦୁଷ୍ୟନ୍ତ ଶର୍ମା ଯେତେବେଳେ ଟିଣ୍ଡରରେ ପ୍ରିୟାଙ୍କୁ ଦେଖିଥିଲେ ସେତେବେଳେ ତାଙ୍କ ରୂପ ଦେଖି ବିମୁଗ୍ଧ ହୋଇଯାଇଥିଲେ। ନିଜ ନାମ ଏବଂ ପରିଚୟ ବଦଳାଇ ପ୍ରିୟା ସେଠଙ୍କୁ ପଠାଇଥିଲେ ମେସେଜ୍। ପ୍ରିୟା ମଧ୍ୟ ଦୁଷ୍ୟନ୍ତଙ୍କ ଉତ୍ସାହ ଦେଖି ତାଙ୍କଠୁ କିପରି ଟଙ୍କା ଲୁଟି ହେବ ତାର ପ୍ଲାନିଂ କରିଥିଲେ, ଆଉ ଦୁଷ୍ୟନ୍ତଙ୍କୁ ଭଲପାଇବାର ନାଟକ କରିଥିଲେ। ପ୍ରିୟାଙ୍କ ସହ ବନ୍ଧୁତା ସ୍ଥାପନ ପରେ ଦୁଷ୍ୟନ୍ତଙ୍କୁ ସ୍ୱର୍ଗ ସୁଖ ପାଇବା ଭଳି ଲାଗିଥିଲା। ଆପ୍‌ରେ ଦୁହେଁ ୩ ମାସ କଥା ହେବା ପରେ ଡେଟ୍(ଭେଟିବାକୁ) ପ୍ଲାନିଂ କରିଥିଲେ।

Also Read

ଏହାପରେ ଆରମ୍ଭ ହୋଇଥିଲା ପ୍ରିୟାଙ୍କ ଅସଲ ଖେଳ। ସେ ଦୁଷ୍ୟନ୍ତଙ୍କୁ ଫୋନ କରି ତାଙ୍କ ଭଡ଼ା ଘରକୁ ଡାକିଥିଲେ। ପ୍ରେମରେ ଉବୁଟୁବୁ ଦୁଷ୍ୟନ୍ତ ମଧ୍ୟ ବାପ-ମାଆ, ସ୍ତ୍ରୀ, ପିଲାଛୁଆଙ୍କୁ ଛାଡି ପ୍ରିୟାଙ୍କ ପାଖକୁ ଚାଲି ଆସିଥିଲେ।

କିନ୍ତୁ ୨୦୧୮ ଫେବୃଆରୀ ମାସରେ ଦୁଇ ମିଛ କାହାଣୀରୁ ଆରମ୍ଭ ହୋଇଥିବା ଏହି ପ୍ରେମ ସମ୍ପର୍କରେ ଆସିଥିଲା ନୂଆ ଟ୍ୱିଷ୍ଟ। ଦୁଷ୍ୟନ୍ତ ପୂର୍ବରୁ ବିବାହିତ ଥିଲେ। କିନ୍ତୁ ସେ ଏକଥା ପ୍ରିୟାଙ୍କୁ ଜଣାଇ ନଥିଲେ। ସେ ନିଜକୁ ଦିଲ୍ଲୀର ଜଣେ ବଡ଼ ବ୍ୟବସାୟୀ ବୋଲି ପରିଚୟ ଦେଇଥିଲେ। ନିଜର ନାଁ ବଦଳାଇ ବିଭାନ କୋହଲି ରଖିଥିଲେ। ସେପଟେ ପ୍ରିୟା ମଧ୍ୟ ଲିଭ ଇନରେ ଥିଲେ ମଧ୍ୟ ଦୁଷ୍ୟନ୍ତଙ୍କୁ କହି ନଥିଲେ। 

ଯେତେବେଳେ ଉଭୟଙ୍କ ସାକ୍ଷାତ ହୋଇଥିଲା, ସେତେବେଳେ ଉଭୟଙ୍କ ମିଛ ଉପରୁ ପରଦା ହଟିଥିଲା। କିନ୍ତୁ ସେତେବେଳେ ପ୍ରିୟାଙ୍କ ଜାଲରେ ଛନ୍ଦି ହୋଇ ସାରିଥିଲେ ଦୁଷ୍ୟନ୍ତ। ବାସ୍ତବର ଟଙ୍କା ଲୁଟିବା ଲକ୍ଷ୍ୟରେ ଦୁଷ୍ୟନ୍ତଙ୍କୁ ପ୍ରେମ ଜାଲରେ ଫସାଇଥିଲେ ପ୍ରିୟା। କିନ୍ତୁ ଯେତେବେଳେ ଜାଣିଲେ ଦୁଷ୍ୟନ୍ତ ପ୍ରକୃତରେ ଧନୀ ଘରର ପିଲା ନୁହେଁ, ସେତେବେଳେ ଅପହରଣର ପ୍ଲାନିଂ କରିଥିଲେ। ଦୁଷ୍ୟନ୍ତଙ୍କୁ ଅଟକ ରଖି ତାଙ୍କ ପରିବାରଠୁ 10 ଲକ୍ଷ୍ୟ ଟଙ୍କା ଡିମାଣ୍ଡ କରିଥିଲେ। 

ଏଥିରେ ପ୍ରିୟାଙ୍କ ଦୁଇ ପାର୍ଟନର ଦିକ୍ଷାନ୍ତ ଏବଂ ଦକ୍ଷ୍ୟ ସାହାଯ୍ୟ କରିଥିଲେ। ଦୁଷ୍ୟନ୍ତଙ୍କ ପରିବାରକୁ କଲ୍ କରି ଧମକ ଦେଇଥିଲେ। ଯଦି 10 ଲକ୍ଷ୍ୟ ଟଙ୍କା ନ ଦିଅନ୍ତି, ତେବେ ପୁଅକୁ ସବୁଦିନ ପାଇଁ ସଫା କରିଦେବେ ବୋଲି ଧମକ ଦେଇଥିଲେ। ପୁଅକୁ ହରାଇବାର ଭୟରେ ଦୁଷ୍ମନ୍ତଙ୍କ ବାପା ମଧ୍ୟ କଷ୍ଟେ ମଷ୍ଟେ 3 ଲକ୍ଷ ଟଙ୍କା ଯୋଗାଡ କରିଥିଲେ। ଏଥିସହ ପ୍ରିୟାଙ୍କ ଆକାଉଣ୍ଟକୁ ମଧ୍ୟ ଟ୍ରାନ୍ସଫର୍ କରିଥିଲେ।

ହେଲେ ସେତେବେଳକୁ ପ୍ରିୟା ଓ ତାଙ୍କ ଦୁଇ ସହଯୋଗୀ ସବୁଦିନ ପାଇଁ ଆରପାରିକୁ ପଠାଇ ସାରିଥିଲେ। ମୁହଁରେ ତକିଆ ପକାଇ ହତ୍ୟା କରିବାରେ ବିଫଳ ହେବା ପରେ ଛୁରୀ ଭୁଶି ହତ୍ୟା କରିଥିଲେ। ଏହାପରେ ରାଜସ୍ଥାନର ଜୟପୁରର ଏକ ଗାଁ ନିକଟରେ ମୃତଦେକୁ ସୁଟକେସ୍‌ରେ ଭର୍ତ୍ତି କରି ଫିଙ୍ଗି ଦେଇଥିଲେ।

ସମାଜସେବୀ ଦୀପିକା ନାରାୟଣ ଭରଦ୍ୱାଜଙ୍କୁ ସାକ୍ଷତକାର ଦେବା ବେଳେ ଦୁଷ୍ୟନ୍ତଙ୍କ ବାପା ରାମେଶ୍ୱର ପ୍ରସାଦ ଶର୍ମା କହିଛନ୍ତି, “ଆମକୁ ପୁଅ ଫୋନରୁ କଲ ଆସିଥିଲା। ବାପା ସେମାନେ ମୋତେ ମାରିଦେବେ। ତମେ ସେମାନଙ୍କୁ ୧୦ ଲକ୍ଷ ଟଙ୍କା ଦେଇ ମୋ ଜୀବନ ବଞ୍ଚାଇ ଦିଅ ବୋଲି ପୁଅ କହିଥିଲା।

ଏହାପରେ ପ୍ରିୟା ତା’ ଠାରୁ ଫୋନ ଛଡ଼ାଇ ନେଇ ମୋତେ ଗାଳି କରିବା ଆରମ୍ଭ କରିଥିଲା। ସେ ମୋତେ ୧୦ ଲକ୍ଷ ଟଙ୍କା ଦୁଷ୍ୟନ୍ତର ଆକାଉଣ୍ଟକୁ ପଠାଇବାକୁ କହିଥିଲା। ମୋ ପାଖରେ ଏତେ ଟଙ୍କା ନାହିଁ ଓ ଅପରାହ୍ନ ୪ଟା ସୁଦ୍ଧା ମୁଁ ୩ ଲକ୍ଷ ଟଙ୍କା ଦେବି ବୋଲି କହିଥିଲି।”

ପ୍ରିୟା ଫୋନ କାଟିବା ସହ ଦୁଷ୍ୟନ୍ତଙ୍କ ଠାରୁ ତାଙ୍କ ଡେବିଟ କାର୍ଡ ନେଇ ଯାଇଥିଲେ ଓ ପିନ ନମ୍ବର ଆଣିଥିଲେ। ପରବର୍ତ୍ତୀ ଅବସ୍ଥାରେ ଦୁଷ୍ୟନ୍ତଙ୍କ ବାପା ୩ ଲକ୍ଷ ଟଙ୍କା ଜମା କରିଥିଲେ। ଟଙ୍କା ଜମା ହେବା ପରେ ପ୍ରିୟା ୨୦ ହଜାର ଟଙ୍କା ଉଠାଇଥିଲା। 

୨୦୧୮ ମସିହା ମେ’ ୪ ତାରିଖରେ ଜୟପୁର ଉପକଣ୍ଠରେ ଥିବା ଗୋଟିଏ ଗାଁ ନିକଟରୁ ଦୁଷ୍ୟନ୍ତଙ୍କ ମୃତଦେହ ମିଳିଥିଲା। ସୁଟକେସ୍‌ ଭିତରୁ ପୁଲିସ୍‌ ମୃତଦେହକୁ ଜବତ କରିଥିଲା।

ହତ୍ୟାକାଣ୍ଡ ଘଟଣାରେ ଦୋଷୀ ସାବ୍ୟସ୍ତ ହେବା ପରେ ପ୍ରିୟା ସେଠ ବେଧଡ଼କ ଅନ୍ଦାଜରେ ନିଜର ଅପରାଧକୁ ସ୍ୱୀକାର କରିଛନ୍ତି। ହତ୍ୟା ପଛର କାରଣ ମଧ୍ୟ ସେ କହିଛନ୍ତି। ପ୍ରିୟା କହିଛନ୍ତି, “ସେ ତା’ର ପ୍ରକୃତ ନାଁ ମଧ୍ୟ ମୋତେ କହି ନଥିଲା। ସେ ବହୁତ ଧନୀ ବୋଲି ମୋତେ କହିଥିଲା। ମୁଁ ଦିକ୍ଷାନ୍ତଙ୍କ ସହ ଲିଭ ଇନରେ ରହୁଥିଲି। ଆମ ଉପରେ ୨୧ ଲକ୍ଷ ଟଙ୍କାର ଋଣ ଥିଲା। ତେଣୁ ଆମେ ଏମିତି ଜଣେ ଲୋକଙ୍କୁ ଖୋଜୁ ଥିଲୁ ଯିଏ ଆମକୁ ପ୍ରଚୁର ଟଙ୍କା ଦେବ। ତେଣୁ ଦୁଷ୍ୟନ୍ତକୁ ଆମେ ଯୋଜନା ମୁତାବକ ଫସାଇବା ସହ ଟଙ୍କା ପାଇଁ ଅପହରଣ କରିଥିଲୁ।”

ଟଙ୍କା ମିଳିବା ପରେ ମଧ୍ୟ କାହିଁକି ଦୁଷ୍ୟନ୍ତଙ୍କୁ ସେମାନେ ହତ୍ୟା କଲେ ବୋଲି ପ୍ରଶ୍ନରେ ପ୍ରିୟା କହିଛନ୍ତି, “ଟଙ୍କା ଆସିବା ପୂର୍ବରୁ ଆମେ ତାକୁ ହତ୍ୟା କରି ସାରିଥିଲୁ। ପ୍ରଥମେ ଆମେ ତା’ର ତଣ୍ଟି ଚିପି ଥିଲୁ। ଏହାପରେ ତକିଆ ଦ୍ୱାରା ମୁହଁକୁ ଚାପି ରଖିଥିଲୁ। ତଥାପି ସେ ବଞ୍ଚି ଯାଇଥିଲା। ଏହାପରେ ଦିକ୍ଷାନ୍ତ ମୋତେ ଗୋଟିଏ ଛୁରୀ ଆଣିବାକୁ କହିଥିଲେ। ଛୁରୀ ଦ୍ୱାରା ସେ ତା’ର ତଣ୍ଟି କାଟି ଦେଇଥିଲେ।”

ଜୟପୁରର ଗୋଟିଏ କୋର୍ଟ ଆଜି ୩ ଅଭିଯୁକ୍ତଙ୍କୁ ଦୁଷ୍ୟନ୍ତ ଶର୍ମାଙ୍କ ହତ୍ୟା ଘଟଣାରେ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଉପଯୁକ୍ତ ପ୍ରମାଣ ଆଧାରରେ ସେସନ୍ସ ଜଜ୍‌ ଅଜିତ କୁମାର ହିଙ୍ଗେର ରାୟ ଶୁଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story