ପ୍ରେମ ପାଇଁ ମାଲିକଙ୍କ ସ୍ତ୍ରୀକୁ ହତ୍ୟା। କ୍ୟାପିଟାଲ ଥାନା ଝରଣା ନଗରରେ ଘଟିଛି ଏହି ହତ୍ୟାକାଣ୍ଡ। ମୃତ ମହିଳା ଓ ଅଭିଯୁକ୍ତ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା। ଘଟଣା ସ୍ଥଳରେ କ୍ୟାପିଟାଲ ଥାନା ପୁଲିସର ତଦନ୍ତ। ଗ୍ରାଉଣ୍ଡ ଜିରୋରୁ ଜାଣନ୍ତୁ ସବିଶେଷ ତଥ୍ୟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।