ବାପାକୁ ହତ୍ୟା କରିବା ବେଳେ ଦେଖିଦେଲେ ଜେଜେବାପା, ଉଭୟଙ୍କୁ ମାରିଦେଲା ନାତି

ରକ୍ତମୁଖା ନାତିର ଉନ୍ମତ୍ତ କାଣ୍ଡ। ବାପାକୁ ହତ୍ୟା କରିବା ସମୟରେ ଜେଜେବାପା ଉଠି ପଡ଼ିବାରୁ ଜେଜେବାପାକୁ ବି ମାରିଦେଲା ନାତି।

Representative Image

ପ୍ରତିକାତ୍ମକ ଚିତ୍ର

Debibandita Barick
  • Published: Monday, 11 September 2023
  • Updated: 11 September 2023, 12:23 PM IST

Sports

Latest News

ରକ୍ତମୁଖା ନାତିର ଉନ୍ମତ୍ତ କାଣ୍ଡ। ବାପାକୁ ହତ୍ୟା କରିବା ସମୟରେ ଜେଜେବାପା ଉଠିବାରୁ ଜେଜେବାପାକୁ ବି ମାରିଦେଲା ନାତି। କୌଣସି କାରଣ ନ ଥିଲେ ବି ପ୍ରମାଣ ନଷ୍ଟ କରିବାକୁ ଯାଇ ଜେଜେବାପାକୁ ହତ୍ୟା କରିଛି। ଦିଲ୍ଲୀର ଗ୍ରେଟର ନୋଏଡ଼ାରେ ରହୁଥିବା ଜଣେ ୨୧ ବର୍ଷୀୟ ଯୁବକ ଭିଆଇଛି ଏଭଳି ଉନ୍ମତ୍ତ କାଣ୍ଡ। ହତ୍ୟାର କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ... 

ପୁଲିସର କହିବା ଅନୁସାରେ, ଜସ୍ମିନ ନାମକ ଜଣେ ଯୁବକ ତାଙ୍କ ପିତା ବିକ୍ରମଜିତ ରାଓ ଏବଂ ଜେଜେବାପା ରାମକୁମାରଙ୍କୁ ଉତ୍ତର ପ୍ରଦେଶର ଏକ ନିର୍ମାଣାଧୀନ ଫିଲ୍ମ ଷ୍ଟୁଡିଓରେ ହତ୍ୟା କରିଛି। ଶୋଇଥିବା ସମୟରେ ଜେଜେବାପା ଓ ବାପାଙ୍କୁ ହତ୍ୟା କରିଛି ଜସ୍ମିନ। 

ଜସ୍ମିନ ପୁଲିସକୁ କହିଛି ଯେ, ତାଙ୍କ ବାପା ତାଙ୍କ ମାଆଙ୍କୁ ଦୁର୍ବ୍ୟବହାର କରିବା ସହ ନିର୍ଯାତନା ଦେଉଥିଲେ। ଏହି କାରଣରୁ ପରିବାରରେ ସବୁବେଳେ ଅଶାନ୍ତି ଲାଗି ରହୁଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ତାଙ୍କ ମାଆ ସେମାନଙ୍କୁ ନେଇ ମାମୁଁଘରେ ରହୁଥିଲେ। ଜସ୍ମିନଙ୍କ ସମେତ ତାଙ୍କ ଅନ୍ୟ ଭାଇ-ଭଉଣୀ ମାଆଙ୍କ ସହ ଦିଲ୍ଲୀର ଗ୍ରେଟର ନୋଏଡ଼ାରେ ରହୁଥିବା ବେଳେ ତାଙ୍କ ବାପା ଓ ଜେଜେବାପା ଗୋଟିଏ ଫିଲ୍ମ ଷ୍ଟୁଡ଼ିଓରେ ରହୁଥିଲେ। ଜସ୍ମିନଙ୍କ ବାପା ଜଣେ ସ୍କ୍ରିପ୍ଟ ରାଇଟର। ଜସ୍ମିନଙ୍କ ବାପା ଓ ମାଆ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି। ଏନେଇ କୋର୍ଟରେ ମାମଲା ବିଚାରାଧୀନ ଅଛି। କିନ୍ତୁ ତାଙ୍କ ବାପା ସେମାନଙ୍କୁ ଆର୍ଥିକ ସାହାଯ୍ୟ କରୁ ନଥିବା ବେଳେ ସେମାନଙ୍କୁ ଜମି ବିକ୍ରି କରିବାରେ ମଧ୍ୟ ସାହାଯ୍ୟ କରୁନଥିଲେ।

Also Read

ଏପରିକି ତାଙ୍କ ବାପା ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କରେ ଥିବା ଅଭିଯୋଗ କରିଛିନ୍ତି ଜସ୍ମିନ। ଏସବୁ ମଧ୍ୟରେ ଜସ୍ମିନ ତାଙ୍କ ବାପାଙ୍କୁ ହତ୍ୟା କରିବାର ଯୋଜନା କରିଥିଲେ। ସେ ତଙ୍କ ବାପା ରହୁଥିବା ଏକ ନିର୍ମାଣାଧୀନ ଫିଲ୍ମ ଷ୍ଟୁଡିଓକୁ ଯାଇଥିଲେ। ସେପ୍ଟେମ୍ବର ୭ର କାଳ ରାତିରେ ବାପା ଶୋଇଥିବା ସମୟରେ ଜସ୍ମିନ ତାଙ୍କ ମୁହଁ, ବେକ ଓ ମୁଣ୍ଡକୁ ଅତର୍କିତ ଆକ୍ରମଣ କରିଥିଲା। ଫଳରେ ସେହିଠାରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।

ଏହି ସମୟରେ ଶବ୍ଦ ଶୁଣି ତାଙ୍କ ଜେଜେବାପା ଉଠି ପଡିଥିଲେ। ସାକ୍ଷୀଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ଜେଜେବାପାଙ୍କୁ ବି ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲେ। ହତ୍ୟାରେ ବ୍ୟବହାର କରିଥିବା ଅସ୍ତ୍ରଶସ୍ତ୍ରକୁ ଲାଟିନରେ ଫିଙ୍ଗି ଛାତ ଡେଇଁ ସେଠାରୁ ଚାଲି ଆସିଥିଲା ଜସ୍ମିନ। ଘରେ ଆସି ରକ୍ତ ଜୁଡୁବୁଡୁ ପୋଷାକକୁ ମଧ୍ୟ ଧୋଇ ସଫା କରି ଦେଇଥିଲା। ପରେ ପୁଲିସ ମୃତଦେହ ଜବତ କରି ଖୋଳତାଡ଼ କରିଥିଲା।

ଏହି ସମୟରେ ପୁଲିସର ସନ୍ଦେହ ଘେରକୁ ଆସିଥିଲା ପୁଅ ଜସ୍ମିନ। ପଚରା ଉଚରା ସମୟରେ ସବୁ ସତ ମାନିଛି। ହତ୍ୟାରେ ବ୍ୟବହୃତ ଅସ୍ତ୍ର ଜବତ କରିବା ସହ ଜସ୍ମିନକୁ ନ୍ୟାୟିକ ହେପାଜତକୁ ପଠାଇ ଦେଇଛି ପୁଲିସ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story