ଭାବିଥିଲେ ମଳଦ୍ୱାର ଦେଇ ବାହାରିଯିବ ମୋବାଇଲ୍

ଘଟଣାଟି କର୍ଣ୍ଣାଟକାର। ପୂରା କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

Jitendra Garnayak
  • Published: Saturday, 04 May 2024
  • Updated: 04 May 2024, 05:55 PM IST

Sports

Latest News

ଘଟଣା ଏମିତି ଯେ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ। କର୍ଣ୍ଣାଟକାର ଶିବମୋଗା ଜେଲ୍‌ରେ ଜଣେ ହତ୍ୟା ଅଭିଯୁକ୍ତ ଚାଲାକି କରି ଜେଲ୍‌ ଭିତରକୁ କିପ୍ୟାଡ୍‌ ମୋବାଇଲ ନେଇଯାଇଥିଲେ। କିନ୍ତୁ ପୁଲିସକୁ ଲୁଚାଇବାକୁ ଯାଇ ବାଧ୍ୟହୋଇ ମୋବାଇଲଟିକୁ ଗିଳି ଦେଇଥିଲେ। ସେ ଭାବିଥିଲେ ଯେ ମୋବାଇଲଟି ମଳଦ୍ୱାର ଦେଇ ବାହାରିଯିବ। କିନ୍ତୁ ସେମିତି ଘଟି ନଥିଲା। ଶେଷରେ ୨୦ ଦିନ ପରେ ହେଲା ଅପରେସନ୍‌। 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos