ମ୍ୟାଟ୍ରିକ ପ୍ରଶ୍ନପତ୍ର ଘରେ ରଖି ବିଦ୍ୟାଳୟକୁ ନ ଆସିବା ଘଟଣାର ଚର୍ଚ୍ଚିତ ପ୍ରଧାନଶିକ୍ଷକ 10 ଦିନ ପରେ ସ୍କୁଲ ଆସିଥିଲେ । କିନ୍ତୁ ଆସିଲା ବେଳକୁ ଖାଲି ଆସିନଥିଲେ । ପେଟପୁରା ମଦ ପିଇଥିବାବେଳେ ବ୍ୟାଗରେ ଆସ୍କା 40 ଦୁଇ ବୋତଲ ଧରିକି ଆସିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।