ଆରକ୍ଷୀ ଅଧିକ୍ଷକଙ୍କ କଳା ଦସ୍ତଖତ, ଦାଗୀ ପାଇଲା ଚାକିରି

ଏସ୍‌.ପି ଅମରେଶ ପଣ୍ଡା, ନିଜର ଅତିଘନିଷ୍ଠ କୁହାଯାଉଥିବା ହୋମଗାର୍ଡ ରାଜକୁମାର ପଧାନକୁ ପୁଣିଥରେ ଚାକିରି ଦେଲେ।

Manoj Swain
  • Published: Monday, 29 January 2024
  • Updated: 29 January 2024, 11:12 AM IST

Sports

Latest News

ଦାଗୀ ହୋମଗାର୍ଡ ବିରୋଧରେ ଓଡିଶା ରିପୋର୍ଟରରେ ପ୍ରମାଣ ସହିତ ଖବର ପ୍ରକାଶିତ ହୋଇଥିଲା। ଶେଷରେ ଗଣମାଧ୍ୟମରେ ଦଲିଲ ଦସ୍ତାବିଜ ଦେଖି, ତାଙ୍କୁ ଚାକିରୀରୁ ବାହାର କରିଦେଇଥିଲେ ଏସ୍‌.ପି। ଏବେ କିନ୍ତୁ ବଦଳି ଆଦେଶ ପାଇଲା ପରେ, ସୋନପୁର ଏସ୍‌.ପି ଅମରେଶ ପଣ୍ଡା, ନିଜର ଅତିଘନିଷ୍ଠ କୁହାଯାଉଥିବା ହୋମଗାର୍ଡ ରାଜକୁମାର ପଧାନକୁ ପୁଣିଥରେ ଚାକିରି ଦେଲେ। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos