ଚର୍ଚ୍ଚାରେ ବୈପାରୀଗୁଡ଼ା ଥାନା ଆଇଆଇସି। ବୈପାରୀଗୁଡ଼ା IIC ସୁଶାନ୍ତ ଶତପଥୀ ଘରୁ ମିଳୁଛି ବିଡ଼ା ବିଡ଼ା ୫୦୦ ଟଙ୍କିଆ ନୋଟ୍। ଗତକାଲି ଭିଜିଲାନ୍ସ ୭ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଥିଲା ବେଳେ ଆଜି ସକାଳେ ଆଇଆଇସିଙ୍କ କଟକ ବକ୍ସିବଜାର ସ୍ଥିତ କ୍ୱାର୍ଟର୍ସରେ ଚଢ଼ାଉ କରି ୨୯ ଲକ୍ଷ ୭୭ ହଜାର ଜବତ କରିଛି। ଏଯାବତ୍ ଆଇଆଇସିଙ୍କ ପାଖରୁ ୩୭ ଲକ୍ଷ ଟଙ୍କା ଜବତ କରି ସାରିଲାଣି ଭିଜିଲାନ୍ସ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।