କପିଳେଶ୍ୱର ମନ୍ଦିରକୁ ଜାତୀୟ ସଂରକ୍ଷିତ କୀର୍ତ୍ତିରାଜିର ମାନ୍ୟତା , ରକ୍ଷଣାବେକ୍ଷଣ କରିବ ଏଏସଆଇ

ଗତ ମେ’ ୬ତାରିଖରେ ଏଏସଆଇ ପକ୍ଷରୁ ବିଧିବଦ୍ଧ ଗେଜେଟ୍ ବିଜ୍ଞପ୍ତି ଜାରି କରାଯାଇ କପିଳେଶ୍ୱର ମନ୍ଦିରକୁ ସଂରକ୍ଷିତ କୀର୍ତ୍ତିରାଜି ଭାବେ ଘୋଷଣା କରାଯିବା ନେଇ ସାଧାରଣ ଲୋକଙ୍କ ପ୍ରତ୍ରିକିୟା ଲୋଡ଼ାଯାଇଥିଲା ।

Kapileswar Temple Complex

କପିଳେଶ୍ୱର ମନ୍ଦିର

Ordigital Desk
  • Published: Thursday, 17 August 2023
  • Updated: 17 August 2023, 09:15 PM IST

Sports

Latest News

ରାଜଧାନୀ ଭୁବନେଶ୍ୱରର ପ୍ରସିଦ୍ଧ ଶୈବପୀଠ କପିଳେଶ୍ୱର ମନ୍ଦିରକୁ ଜାତୀୟ ସଂରକ୍ଷିତ କୀର୍ତ୍ତିରାଜିର ମାନ୍ୟତା ମିଳିଛି । ଏହାଫଳରେ ମନ୍ଦିରର ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟକରଣ ଆଦି କାର୍ଯ୍ୟ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସଆଇ) କରିବା ସମ୍ଭବପର ହୋଇପାରିବ । କେନ୍ଦ୍ର ସଂସ୍କୃତି ବିଭାଗର ଏସଏସଆଇ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ବିଜ୍ଞପ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ସ୍ଥାନୀୟ ଲୋକମାନଙ୍କ ଦାବି ଆଧାରରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କପିଳେଶ୍ୱର ମନ୍ଦିରକୁ ଏଏସଆଇକୁ ହସ୍ତାନ୍ତର ନିମନ୍ତେ ପ୍ରୟାସ କରିଥିଲେ । ଗତ ମେ’ ୬ତାରିଖରେ ଏଏସଆଇ ପକ୍ଷରୁ ବିଧିବଦ୍ଧ ଗେଜେଟ୍ ବିଜ୍ଞପ୍ତି ଜାରି କରାଯାଇ କପିଳେଶ୍ୱର ମନ୍ଦିରକୁ ସଂରକ୍ଷିତ କୀର୍ତ୍ତିରାଜି ଭାବେ ଘୋଷଣା କରାଯିବା ନେଇ ସାଧାରଣ ଲୋକଙ୍କ ପ୍ରତ୍ରିକିୟା ଲୋଡ଼ାଯାଇଥିଲା । ୨ମାସ ମଧ୍ୟରେ ନିଜର ଆପତ୍ତି ଅଭିଯୋଗ ଦେବାକୁ ସଂସ୍କୃତି ମନ୍ତ୍ରଣାଳୟ ନିଜର ବିଜ୍ଞପ୍ତି ମାଧ୍ୟମରେ ଦର୍ଶାଇଥିଲା । ଏହି ଅବଧି ମଧ୍ୟରେ ସାଧାରଣ ଲୋକଙ୍କଠୁ କୌଣସି ଆପତ୍ତି ମିଳିନଥିଲା । ଯାହାଫଳରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଆମସାର ଆକ୍ଟ-୧୯୫୮ର ଧାରା ୪(୩) ପ୍ରାବଧାନ ଆଧାରରେ କପିଳେଶ୍ୱର ମନ୍ଦିରକୁ ଜାତୀୟ ସଂରକ୍ଷିତ କୀର୍ତ୍ତିରାଜି ଘୋଷଣା କରିଛନ୍ତି । ମନ୍ଦିରର ପରିଚାଳନା ଏବେ କପିଳେଶ୍ୱର ମନ୍ଦିର ଟ୍ରଷ୍ଟ ବୋର୍ଡ ଦ୍ୱାରା ହେଉଛି । ମନ୍ଦିରର ମୋଟ ସମ୍ପତ୍ତି ୨.୧୩୧ଏକର ହୋଇଥିବାବେଳେ ଏଥିରୁ ୧୬୯ ଡିସିମିଲ ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ଓ ବାକି ଜମି କପିଳେଶ୍ୱରଦେବ ବିଜେ ନିଜଗାଁ ମାର୍ଫତ ଟ୍ରଷ୍ଟ ବୋର୍ଡ ପାଖରେ ରହିଛି । ବିଶ୍ୱାସ ରହିଛି, ଋଷି କପିଳଙ୍କ ଏହା ହେଉଛି ଜନ୍ମସ୍ଥାନ ।

Also Read

ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ,କପିଳେଶ୍ୱର ମନ୍ଦିରକୁ ଏଏସଆଇ ସଂରକ୍ଷିତ କୀର୍ତ୍ତିରାଜି ଭାବେ ମାନ୍ୟତା ମିଳିଛି । ଏକାମ୍ର କ୍ଷେତ୍ରର ସେବାୟତ ଓ ବାସିନ୍ଦାଙ୍କ ଦୀର୍ଘଦିନର ଇଚ୍ଛା ପୂରଣ ହେଲା । ଏଥିପାଇଁ ସେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି କିଷାନ ରେଡ୍ଡୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ସୂଚନାଯୋଗ୍ୟ, ଓଡ଼ିଶାରେ ଏବେ ମୋଟ ୮୦ଟି ଜାତୀୟ ସଂରକ୍ଷିତ କୀର୍ତ୍ତିରାଜି ରହିଛି ଯାହାର ରକ୍ଷଣାବେକ୍ଷଣ ଏଏସଆଇ କରୁଛି । ଏଥିରୁ କେବଳ ଭୁବନେଶ୍ୱରରେ ଲିଙ୍ଗରାଜ ମନ୍ଦିର, ମୁକ୍ତେଶ୍ୱର ମନ୍ଦିର, ପର୍ଶୁରାମେଶ୍ୱର ମନ୍ଦିର ସମେତ ମୋଟ ୨୧ଟି କୀର୍ତ୍ତିରାଜି ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story