ସ୍କୁଲ ଦେଉଛି ଉତ୍ତମ ବାର୍ତ୍ତା

ଭଦ୍ରକ ଜିଲ୍ଲା ଚରମ୍ପା ପଞ୍ଚାୟତର ଥୋରଦା ପ୍ରାଥମିକ ବିଦ୍ୟାଳୟ। ବିଦ୍ୟାଳୟର ଉତ୍ତମ ପରିବେଶ ଯେ କୌଣସି ଲୋକଙ୍କୁ ମନ୍ତ୍ରମୁଗ୍ଧ କରିବ।

Manoj Swain
  • Published: Monday, 05 February 2024
  • Updated: 05 February 2024, 05:03 PM IST

Sports

Latest News

ଭଦ୍ରକ ଜିଲ୍ଲା ଚରମ୍ପା ପଞ୍ଚାୟତର ଥୋରଦା ପ୍ରାଥମିକ ବିଦ୍ୟାଳୟ। ବିଦ୍ୟାଳୟର ଉତ୍ତମ ପରିବେଶ ଯେ କୌଣସି ଲୋକଙ୍କୁ ମନ୍ତ୍ରମୁଗ୍ଧ କରିବ। ଶ୍ରେଣୀଗୃହ ଯେମିତି କ୍ୟାଂପସ ବି ସେମିତି। ଏହି ଛୋଟିଆ କ୍ୟାଂପସ ମଧ୍ୟରେ ରହିଛି ମହାପୁରୁଷଙ୍କ ପ୍ରତିମୂର୍ତ୍ତି, ବିଦ୍ୟାଦାତା ଗଣେଷ ଓ ମା ସରସ୍ବତୀଙ୍କ ପ୍ରତିମୂର୍ତ୍ତି। ଆଉ ତା ସାଙ୍ଗକୁ ନାନା ରକମର ଗଛଲତା। ସ୍କୁଲର ପ୍ରବେଶ ପଥରେ ମୁରୁଜ ସହ ମାଣବସା ପରି କଳସ ରଖାଯାଇଛି। ଆଉ ତା ସହିତ ପିଲାଙ୍କୁ ଜଣାଇବା ଲାଗି ଔଷଧୀୟ ବୃକ୍ଷ ଚିହ୍ନିବା ଲାଗି ଗଛ ମୂଳରେ ସୂଚନା ବୋର୍ଡ ମଧ୍ୟ ଲଗାଯାଇଛି। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos