ରିିସେପ୍‌ସନ୍‌ରେ ଧୁମ୍ ନାଚିଲେ ଦିଶା-ରାହୁଲ

ମୁମ୍ବାଇ: ଧୁମ୍ ନାଚିଲେ ଦିଶା-ରାହୁଲ। ନିଜ ରିସେପ୍‌ସନ୍‌ରେ ଲଗାଇଲେ ଚାର୍‌ଚାନ୍ଦ। ଦିଶାଙ୍କ ଠୁମ୍‌କା ଓ ରାହୁଲଙ୍କ ହିପ୍‌ହମ୍ ଦେଖି ତାଜୁବ ହୋଇଗଲେ ଦର୍ଶକ। କେବଳ ସେତିକି ନୁହେଁ ରୋମାଣ୍ଟିକ୍ ଗୀତରେ ଦୁହେଁ କଲେ ବଲ୍ ଡ୍ୟାନ୍ସ। ଗତକାଲି ହାତକୁ ଦି ହାତ ହୋଇଛନ୍ତି ବିଗ୍‌ବସ୍ ଫେମ୍ ରାହୁଲ ବୈଦ୍ୟ ଓ ଟେଲି ଅଭିନେତ୍ରୀ ଦିଶା ପରମାର। ପରିବାର ଓ ନିକଟ ସାଙ୍ଗସାଥୀ ସମ୍ପର୍କୀୟଙ୍କ ଉପସ୍ଥିତିରେ ଦିଶା ଓ ରାହୁଲଙ୍କ ବିବାହ ସମ୍ପନ୍ନ ହୋଇଛି। ବିବାହ ପରେ ମୁମ୍ବାଇରେ […]

Rahul-disha

Rahul-disha

Madhupriya Mistry
  • Published: Saturday, 17 July 2021
  • Updated: 17 July 2021, 11:42 AM IST

ମୁମ୍ବାଇ: ଧୁମ୍ ନାଚିଲେ ଦିଶା-ରାହୁଲ। ନିଜ ରିସେପ୍‌ସନ୍‌ରେ ଲଗାଇଲେ ଚାର୍‌ଚାନ୍ଦ। ଦିଶାଙ୍କ ଠୁମ୍‌କା ଓ ରାହୁଲଙ୍କ ହିପ୍‌ହମ୍ ଦେଖି ତାଜୁବ ହୋଇଗଲେ ଦର୍ଶକ। କେବଳ ସେତିକି ନୁହେଁ ରୋମାଣ୍ଟିକ୍ ଗୀତରେ ଦୁହେଁ କଲେ ବଲ୍ ଡ୍ୟାନ୍ସ।

ଗତକାଲି ହାତକୁ ଦି ହାତ ହୋଇଛନ୍ତି ବିଗ୍‌ବସ୍ ଫେମ୍ ରାହୁଲ ବୈଦ୍ୟ ଓ ଟେଲି ଅଭିନେତ୍ରୀ ଦିଶା ପରମାର। ପରିବାର ଓ ନିକଟ ସାଙ୍ଗସାଥୀ ସମ୍ପର୍କୀୟଙ୍କ ଉପସ୍ଥିତିରେ ଦିଶା ଓ ରାହୁଲଙ୍କ ବିବାହ ସମ୍ପନ୍ନ ହୋଇଛି। ବିବାହ ପରେ ମୁମ୍ବାଇରେ ନିଜ ସାଙ୍ଗସାଥୀଙ୍କ ପାଇଁ ଏହି ସେଲେବ୍ରିଟି କପଲ ଏକ ଭବ୍ୟ ରିସେପସନ୍‌ର ଆୟୋଜନ କରିଥିଲେ। ଏହି ରିସେପସନ୍‌ରେ ଦୁହେଁ ଜବରଦସ୍ତ ଡ୍ୟାନ୍ସ କରିଥିଲେ।

ବିବାହ ପରେ ଦିଶା ଏବଂ ରାହୁଲଙ୍କ ଏହା ପ୍ରଥମ ଡ୍ୟାନ୍ସ ଥିଲା। ଦିଶା ସିଲଭର କଲରର ଷ୍ଟାଇଲିସ୍ ଶାଢ଼ୀ ପିନ୍ଧି ଆଟ୍ରାକ୍ଟିଭ ଦେଖାଯାଉଥିବା ବେଳେ ରାହୁଲ ଧଳା ରଙ୍ଗର କୋଟ୍ ଏବଂ ବ୍ଲାକ୍ ପ୍ୟାଣ୍ଟ ପିନ୍ଧି ଡ୍ୟାସିଂ ଲାଗୁଥିଲେ।

ଦିଶା ଏବଂ ରାହୁଲଙ୍କ ରିସେପ୍‌ସନ୍‌ରେ ଅନେକ ଟିଭି ସେଲେବ୍ରିଟି ଯୋଗ ଦେଇଥିଲେ। ଅର୍ଜୁନ ବିଜଲାନୀ, ଅନୁଷ୍କା ସେନ୍‌, ଜ୍ୟାସମିନ୍ ଭସିନ୍‌, ଅଲ୍ଲି ଗୋନିଙ୍କଠାରୁ ଆରମ୍ଭ କରି ଅନେକ ସେଲେବ୍ରିଟି ସାମିଲ ହୋଇଥିଲେ।

ସୂଚନା ମୁତାବକ  ବହୁ ଦିନର ଅପେକ୍ଷା ପରେ ଦୁହେଁ ଗତକାଲି ବିବାହ କରିଛନ୍ତି। କରୋନା ପ୍ରୋଟୋକଲକୁ ଧ୍ୟାନରେ ରଖି ମୁମ୍ବାଇରେ ଦୁହିଁଙ୍କ ବିବାହ ହୋଇଛି। ଏହି ବିବାହରେ ରାହୁଲଙ୍କ ବନ୍ଧୁମାନେ ସମାନ ଡ୍ରେସରେ ନଜର ଆସିଛନ୍ତି। ରାହୁଲ ଏବଂ ଦିଶାଙ୍କ ବିବାହ ମଣ୍ଡପରୁ କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story