ନିଜେ ମରି ବଞ୍ଚାଇ ଦେଇଗଲେ ଆଉ କାହା ଜୀବନ

ଆଉ ଜନ୍ମ ଦେଇଥିବା ବାପା-ମାଆଙ୍କୁ କନ୍ଦାଇ ଦେଇଗଲେ। ହେଲେ ବଞ୍ଚାଇ ଦେଇଗଲେ ଆଉ କାହା ଜୀବନ। 

Manoj Swain
  • Published: Sunday, 25 February 2024
  • Updated: 25 February 2024, 05:25 PM IST

Sports

Latest News

ନବମ ଶ୍ରେଣୀରେ ପଢ଼ୁଥିଲେ। କେତେ କ’ଣ ସ୍ୱପ୍ନ ଦେଖୁଥିଲେ। ହେଲେ ଜୀବନକୁ ଭଲ କରି ଦେଖିବା ପୂର୍ବରୁ ଅଫେରା ପଥରେ ଚାଲିଗଲେ ୧୪ ବର୍ଷର ଝିଅ ଦମୟନ୍ତୀ। ଦୀର୍ଘ ଦିନ ଧରି ମେଡ଼ିକାଲ୍‌ ବେଡ୍‌ରେ ଜୀବନ ସହ ସଂଘର୍ଷ କରି ଶେଷରେ ହାରିଗଲେ। ଆଉ ଜନ୍ମ ଦେଇଥିବା ବାପା-ମାଆଙ୍କୁ କନ୍ଦାଇ ଦେଇଗଲେ। ହେଲେ ବଞ୍ଚାଇ ଦେଇଗଲେ ଆଉ କାହା ଜୀବନ। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos