ଆଦିବାସୀଙ୍କ ପ୍ରେମରେ ବିଦେଶୀ ଦମ୍ପତି

ସୁଦୂର ଇଟାଲୀରୁ ନୂଆବର୍ଷ ପାଳନ ଲାଗି ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପହଞ୍ଚିଛନ୍ତି ଏହି ବିଦେଶୀ ଦମ୍ପତି।

Manoj Swain
  • Published: Wednesday, 03 January 2024
  • Updated: 03 January 2024, 05:33 PM IST

Sports

Latest News

ନୂଆବର୍ଷ ପାଳନ ନେଇ ଆମେ ସମସ୍ତେ ନୂଆନୂଆ ଡେଷ୍ଟିନେସନକୁ ବୁଲିବା ପାଇଁ ଯାଉଛୁ। ହେଲେ ସୁଦୂର ଇଟାଲୀରୁ ନୂଆବର୍ଷ ପାଳନ ଲାଗି ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପହଞ୍ଚିଛନ୍ତି ବିଦେଶୀ ଦମ୍ପତି। ଉଭୟ ଇଟାଲୀର ରୋମ ସହରରୁ ଦାରିଙ୍ଗବାଡି ଆସିଛନ୍ତି। ସେମାନେ ହେଉଛନ୍ତି ପାଉଲୋ ଓ ମାର୍କୋ। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos