ପଥର ନଭାଙ୍ଗିଲେ ଭୋକରେ ମରିବୁ !

ପଥର ଭାଙ୍ଗିଲେ ପେଟକୁ ମିଳୁଛି ଦାନା । ବୟସର ଅପରାହ୍ନରେ ବଞ୍ଚିବା ପାଇଁ ସଙ୍ଘର୍ଷ। ପଥର ବୋଝ ତଳେ ନଇଁ ଗଲାଣି ଅଣ୍ଟା କିନ୍ତୁ ପିଢ଼ି ପରେ ପିଢ଼ି ଧରି ଏମାନଙ୍କର ବେଉସା ଏହି ପଥର କଟା ରହି ଆସିଛି ।

Manoj Swain
  • Published: Friday, 24 November 2023
  • Updated: 24 November 2023, 02:14 PM IST

Sports

Latest News

ପଥର ଭାଙ୍ଗିଲେ ପେଟକୁ ମିଳୁଛି ଦାନା । ବୟସର ଅପରାହ୍ନରେ ବଞ୍ଚିବା ପାଇଁ ସଙ୍ଘର୍ଷ। ପଥର ବୋଝ ତଳେ ନଇଁ ଗଲାଣି ଅଣ୍ଟା କିନ୍ତୁ ପିଢ଼ି ପରେ ପିଢ଼ି ଧରି ଏମାନଙ୍କର ବେଉସା ଏହି ପଥର କଟା ରହି ଆସିଛି । ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମାଲାକାନଗିରି ଜିଲ୍ଲା ଚିତ୍ରକୋଣ୍ତା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳର ଦୋରାଗୁଡ଼ା, ମାଲିଗୁଡ଼ା, ବିଶୋଇଗୁଡ଼ା ଓ ସ୍ପିଲବାଇ ଗ୍ରାମର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos