ଅପହଞ୍ଚର ଅନ୍ୟ ନାଁ କୁମୁଡ଼ାବାଡ଼ି

ଶିମିଳିପାଳ ପାଦ ଦେଶରେ ଥିବା ଯଶିପୁର ବ୍ଲକ ଏକତାଳି ପଞ୍ଚାୟତର କୁମୁଡ଼ାବାଡ଼ି ଗାଁକୁ ଯାଇଛି। ଆଉ ଗାଁରେ ପହଞ୍ଚିବା ପରେ ସ୍ଥିତି ଆପଣଙ୍କ ସାମ୍ନାରେ।

Manoj Swain
  • Published: Tuesday, 13 February 2024
  • Updated: 13 February 2024, 11:56 AM IST

ଯୁଆଡେ ଅନେଇବେ ଘଞ୍ଚ ଜଙ୍ଗଲ ଓ ପାହଡ଼, ଆଉ ଯିବା ପାଇଁ ନାଲି ମୋରମ ପଡ଼ିଥିବା ପରିତ୍ୟକ୍ତ ରାସ୍ତା। ଯାହା ଶିମିଳିପାଳ ପାଦ ଦେଶରେ ଥିବା ଯଶିପୁର ବ୍ଲକ ଏକତାଳି ପଞ୍ଚାୟତର କୁମୁଡ଼ାବାଡ଼ି ଗାଁକୁ ଯାଇଛି। ଆଉ ଗାଁରେ ପହଞ୍ଚିବା ପରେ ସ୍ଥିତି ଆପଣଙ୍କ ସାମ୍ନାରେ। ଯୁଆଡେ ଦେଖିବେ, ବିକାଶର ଗୋଲାପି ଚିତ୍ରର ବିକଟାଳ ଦୃଶ୍ୟ। କୁମୁଡ଼ାବାଡ଼ି ଗାଁ, ଯେଉଁଠି ଅତି ଦୟନୀୟ ସ୍ଥିତିରେ ବସବାସ କରୁଛନ୍ତି 30ରୁ ଅଧିକ ଜନଜାତି ପରିବାର। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos