ଯବାନଙ୍କୁ ଠକିଦେଲେ ସରକାର

ଯୁଦ୍ଧରେ ସିନା ଭାରତକୁ ବିଜୟ କରିବାରେ ନିଜର ଶକ୍ତି ଜୁଟାଇଲେ ଟଙ୍କଧର ବିଶୋୟୀ । ହେଲେ ଅବସର ପରେ ତାଙ୍କୁ ସରକାରଙ୍କ ତରଫରୁ ମିଳିଲାନି ସୁବିଧା ସୁଯୋଗ ।

Manoj Swain
  • Published: Monday, 14 August 2023
  • Updated: 14 August 2023, 03:44 PM IST

Sports

Latest News

ହିନ୍ଦୁସ୍ତାନ ଜିନ୍ଦାବାଦ୍ । ଭାରତ ମାତା କି ଜୟ । ଏବେବି ସେମିତି ଭାତର ମାତାର ଜୟଗାନ କରୁଛନ୍ତି ଟଙ୍କଧର ବିଶୋୟୀ । କିନ୍ତୁ ଦିନେ ଯେଉଁ ମାଟି ପାଇଁ ଜୀବନକୁ ବାଜି ଲଗାଇ ଯୁଦ୍ଧ କରିଥିଲେ ଆଜି କିନ୍ତୁ ସେହି ମାଟି ପାଇଁ ହାରି ଯାଇଛନ୍ତି ଟଙ୍କଧର । ଯୁଦ୍ଧରେ ସିନା ଭାରତକୁ ବିଜୟ କରିବାରେ ନିଜର ଶକ୍ତି ଜୁଟାଇଲେ ହେଲେ ଅବସର ପରେ ତାଙ୍କୁ ସରକାରଙ୍କ ତରଫରୁ ମିଳିଲାନି ସୁବିଧା ସୁଯୋଗ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos