ବିଲ ମଝିରେ ଚାଷୀଙ୍କ ଚିକିତ୍ସା କଲେ ଡାକ୍ତର

ପୁଣି ଚର୍ଚ୍ଚାରେ ଡାକ୍ତର ଶଙ୍କର ରାମଚନ୍ଦାନୀ।

Manoj Swain
  • Published: Sunday, 14 April 2024
  • Updated: 14 April 2024, 06:24 PM IST

ଚାଷ କ୍ଷେତରେ ଡାକ୍ତରବାବୁ। କଥାଟା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏ ବ୍ୟକ୍ତିଙ୍କୁ ଦେଖି ଆପଣ ଜାଣି ସାରିବେନି, ଇଏ ହେଉଛନ୍ତି ସେହି ଟଙ୍କାକିଆ ଡାକ୍ତର ବାବୁ ଶଙ୍କର ରାମଚନ୍ଦାନୀ। ସେ ଚାଷୀ ମାନଙ୍କ ନିକଟରେ ପହଞ୍ଚି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଔଷଧ ପ୍ରଦାନ କରିଛନ୍ତି। ଏଥିସହିତ ଚାଷୀଙ୍କ ସ୍ନେହ ଆଶିର୍ବାଦ ମଧ୍ୟ ସାଉଁଟିଛନ୍ତି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos