ଏ ଦୁଃଖିନୀ ମାଆ ଦୁଃଖ ଶୁଣିଲେ, ବଡ଼ ଆଶ୍ଚର୍ଯ୍ୟ ଲାଗୁଛି। ଯନ୍ତ୍ରଣାର ଜହରକୁ ଅମୃତ ଭଳି ପିଇ ଯାଉଛନ୍ତି। ପ୍ରେମ କରି ଛୋଟ ଜାତିରେ ବିବାହ କଲେ ସତ କିନ୍ତୁ ଅଧା ରାସ୍ତାରେ ସ୍ବାମୀ ହାତ ଛାଡ଼ି ଦେଲେ ଆଉ ସବୁଦିନ ପାଇଁ ବାପଘରର ଦୁଆର ବି ବନ୍ଦ ହୋଇଗଲା। ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।