ହୃଦଘାତ ରୋଗୀଙ୍କ ପାଇଁ ସଞ୍ଜୀବନି ପାଲଟିଛି ଗୀତା ଡୋଜ। ଦିନକୁ ଦୁଇ ଥର ଗୀତା ପଢିଲେ, ରୋଗୀ ମାନସିକ ଭାବେ ସୁସ୍ଥ ରହୁଛି । ଏବେ ହୃଦଘାତ ରୋଗୀଙ୍କ ବିଚଳିତ ମନକୁ ଶାନ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ଏହି ପବିତ୍ର ଗୀତା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।