ଦୈନିକ ନ ତିଅଣ ଧରି ଆସୁଥିବା ପ୍ରେମାନନ୍ଦ ବାବୁ, ଆଜି କାହିଁକି ଆଣିଛନ୍ତି ଗୋଟିଏ ତର୍କାରୀ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନବବାବୁ ଓ ପ୍ରେମାନନ୍ଦ ବାବୁ। ଗୋଟିଏ ଅଫିସ୍‌ରେ କାମ କରନ୍ତି। ଦୁହେଁ ଭାରି ସାଙ୍ଗ। କେବଳ ଅଫିସ୍ ନୁହେଁ, ଘରେ ବି ସେମାନେ ଯାହା କରନ୍ତି ମିଶିକି କରନ୍ତି। ଦିନକର କଥା। ଅଫିସରେ ଲଞ୍ଚ୍‌ ଖାଉଥିବାବେଳେ ନବବାବୁ ପ୍ରେମାନନ୍ଦ ବାବୁଙ୍କୁ ପଚିରିଲେ- ଆଚ୍ଛା ପ୍ରେମାନନ୍ଦବାବୁ, ଗତ କିଛିଦିନ ହେଲା ଆପଣ ତ ଅନେକ ପ୍ରକାର ତରକାରୀ ଧରି ଆସୁଥିଲେ। ଆଜି ହଠାତ‌୍‍ କ’ଣ ମାତ୍ର ଗୋଟିଏ ତରକାରୀ ଧରି ଆସିଛନ୍ତି ? କ’ଣ […]

HASA-KATHA-1

HASA-KATHA-1

Amaresh Biswal
  • Published: Friday, 24 August 2018
  • Updated: 24 August 2018, 11:25 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନବବାବୁ ଓ ପ୍ରେମାନନ୍ଦ ବାବୁ। ଗୋଟିଏ ଅଫିସ୍‌ରେ କାମ କରନ୍ତି। ଦୁହେଁ ଭାରି ସାଙ୍ଗ। କେବଳ ଅଫିସ୍ ନୁହେଁ, ଘରେ ବି ସେମାନେ ଯାହା କରନ୍ତି ମିଶିକି କରନ୍ତି। ଦିନକର କଥା।

ଅଫିସରେ ଲଞ୍ଚ୍‌ ଖାଉଥିବାବେଳେ ନବବାବୁ ପ୍ରେମାନନ୍ଦ ବାବୁଙ୍କୁ ପଚିରିଲେ- ଆଚ୍ଛା ପ୍ରେମାନନ୍ଦବାବୁ, ଗତ କିଛିଦିନ ହେଲା ଆପଣ ତ ଅନେକ ପ୍ରକାର ତରକାରୀ ଧରି ଆସୁଥିଲେ। ଆଜି ହଠାତ‌୍‍ କ’ଣ ମାତ୍ର ଗୋଟିଏ ତରକାରୀ ଧରି ଆସିଛନ୍ତି ? କ’ଣ ମିସେସ‌୍‍ ଅସୁସ୍ଥ ?

ପ୍ରେମାନନ୍ଦ ବାବୁ କହିଲେ- ନାଇଁ ନାଇଁ ମିସେସ‌୍‍ଙ୍କ ଦେହ ପୂରା ଭଲ ଅଛି। ପ୍ରକୃତରେ ଅନେକ ଦିନ ଧରି ଆମ ପଡୋଶୀଙ୍କ ଫ୍ରିଜ‌୍‍ଟି ଖରାପ ଥିଲା। ସେଇଟି ଆଜି ସଜଡା ହୋଇ ଯାଇଛି। ତେଣୁ ପଡୋଶୀ ଘର ଆଉ ଆମ ଫ୍ରିଜ‌୍‍ରେ ତରକାରୀ ରଖୁ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story