ପପୁ – ସାଙ୍ଗ, ମୁଁ ଗର୍ଲଫ୍ରେଣ୍ଡକୁ ସ୍ପେଶାଲ ଗିଫ୍ଟ ଦେବା ପାଇଁ ଚାହୁଛି, କଣ ଦେବି?
ଗପୁ – ଗୋଟେ କାମ କର, ସୁନା ମୁଦିଟିଏ ଦେଇ ଦେ।
ପପୁ – ସାଙ୍ଗ, ଟିକେ ବଡ଼ ଜିନିଷ କହୁନୁ।
ଗପୁ – ତା’ହେଲେ ସୁନା ମୁଦି ବଦଳରେ ଏମଆରଏଫର ଟାୟର ଦେଇ ଦେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।