ଦକ୍ଷିଣ କୋରିଆ ବିରୋଧୀ ଦଳ ନେତାଙ୍କୁ ଛୁରାମାଡ଼, ଅବସ୍ଥା ଗୁରୁତର

ଦକ୍ଷିଣ କୋରିଆର ବିରୋଧୀ ଦଳ ଡେମୋକ୍ରାଟିକ ପାର୍ଟି ମୁଖ୍ୟ ଲି-ଜାଏ-ମ୍ୟୁଙ୍ଗଙ୍କ ବେକରେ ଛୁରାମାଡ଼ କରିଛନ୍ତି ଜଣଷ ଦୁର୍ବୃତ୍ତ।

South Korea's opposition party chief

ଦକ୍ଷିଣ କୋରିଆର ବିରୋଧୀ ଦଳ ଡେମୋକ୍ରାଟିକ ପାର୍ଟି ମୁଖ୍ୟ ଲି-ଜାଏ-ମ୍ୟୁଙ୍ଗ ।

Niharika Rout
  • Published: Tuesday, 02 January 2024
  • Updated: 02 January 2024, 07:57 AM IST

Sports

Latest News

ସର୍ବସାଧାରଣ ସ୍ଥାନରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ଦକ୍ଷିଣ କୋରିଆର ବିରୋଧୀ ଦଳର ନେତା । ଦକ୍ଷିଣ କୋରିଆର ବିରୋଧୀ ଦଳ ଡେମୋକ୍ରାଟିକ ପାର୍ଟି ମୁଖ୍ୟ ଲି-ଜାଏ-ମ୍ୟୁଙ୍ଗଙ୍କ ବେକରେ ଛୁରାମାଡ଼ କରିଛନ୍ତି ଜଣଷ ଦୁର୍ବୃତ୍ତ। ଏପରି ଘଟଣା ଆଜି ସକାଳେ ବୁସାନ ଏୟାରପୋର୍ଟ ନିକଟରେ ଘଟିଛି।

ଡେମୋକ୍ରାଟିକ ପାର୍ଟି ମୁଖ୍ୟ ଲି-ଜାଏ-ମ୍ୟୁଙ୍ଗ ଆଜି ସକାଳେ ବୁସାନରେ ନିର୍ମାଣଧୀନ ଥିବା ଏୟାରପୋର୍ଟ ଦେ‍ଖିବାକୁ ଯାଉଥିବା ବେଳେ ଏହି ଆକ୍ରମଣ ଘଟିଛି। ଲି-ଜାଏ-ମ୍ୟୁଙ୍ଗ ଯାଉଥିବା ବେଳେ ହଠାତ୍‌ ଜଣେ ଦୁର୍ବୃତ୍ତ ଆସି ତାଙ୍କ ବାମ ପାର୍ଶ୍ୱ ବେକକୁ ଛୁରା ମାଡ଼ କରିଥିଲେ। ଏଥିଯୋଗୁ ଲି-ଜାଏ-ମ୍ୟୁଙ୍ଗ ଚିତ୍କାର କରି ତଳେ ପଡ଼ି ଯାଇଥିବା ବେଳେ ତାଙ୍କ ବେକରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା।

Also Read

ସେଠାରେ ଉପସ୍ଥିତ ଲୋକେ ତୁରନ୍ତ ମ୍ୟୁଙ୍ଗଙ୍କୁ ମେଡିକାଲ ପଠାଇଥିବା ବେଳେ ଘଟଣାସ୍ଥଳରୁ ଦୁର୍ବୃତ୍ତଙ୍କୁ କାବୁ କରିଛନ୍ତି। ପୁଲିସ୍‌ ତାଙ୍କୁ ଗିରଫ କରି ଅଧିକ ପଚରାଉଚରା କରୁଛି। ତେବେ ଆକ୍ରମଣର କାରଣ ସ୍ପଷ୍ଟ ହୋଇ ପାରିନି। ଏହି ଆକ୍ରମଣରେ ମ୍ୟୁଙ୍ଗଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story