କ’ଣ ହେବ ବିଜେଡି-ବିଜେପିର ମେଣ୍ଟ ଭବିଷ୍ୟତ ? କାହିଁକି ହେଉଛି ବିଜେଡି-ବିଜେପି ମେଣ୍ଟ ? ମେଣ୍ଟ ହେଲେ କାହାର ହେବ ଫାଇଦା ? ମେଣ୍ଟ ପାଇଁ କିଏ ଅଛି ଅଧିକ ଇଚ୍ଛୁକ ? କେତେ ଫାଇଦା ନେବ ବିଜେପି ? କ’ଣ ହେବ ବିଜେଡିର ଭାଗ୍ୟ? ଏ ସଂପର୍କରେ ଆମ ସହ ଅଧିକ ଆଲୋଚନା କରିଛନ୍ତି ବରିଷ୍ଠ ସାମ୍ବାଦିକ ରବି ଦାସ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।