ନବୀନଙ୍କ ଫଟୋ ଦେଖାଇ ଭୋଟ୍ ନେଲେ, ଶାସନ ଅଣଓଡ଼ିଆଙ୍କୁ ଦେଲେ

ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ପୁଣି ଥରେ ବିଜେପି ଟିକେଟରେ ପ୍ରାର୍ଥୀ ହୋଇଛନ୍ତି।

Jitendra Garnayak
  • Published: Saturday, 20 April 2024
  • Updated: 20 April 2024, 09:43 PM IST

Sports

Latest News

ନିର୍ବାଚନ ଆସିଛି । ପୁଣି ମୈଦାନକୁ ଓହ୍ଲାଇଛନ୍ତି ବିଜେପିର ବରିଷ୍ଠ ନେତା ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ । ସବୁ ନିର୍ବାଚନଠୁ, ଏହି ନିର୍ବାଚନ କେତେ ଅଲଗା ? କ’ଣ ରହିବ ବିଜେପିର ଗତିବିଦ୍ଧି ? ବିଜେଡି ସରକାର ଗଢିବ ନା ବିଜେପି ଗଢିବ ସରକାର ? ଏନେଇ ଆମ ସହିତ ଆଲୋଚନା କରିଛନ୍ତି ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ...

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos