ସୁବିଧାରେ ଭକ୍ତଙ୍କ ଜଗା ଦର୍ଶନ ପାଇଁ କରାଯାଇଥିଲା ବାଉଁଶ ବ୍ୟାରିକେଡ୍ । ସରକାର ଏବଂ ପ୍ରଶାସନକୁ ଏହି ସୁବିଧା ପାଇଁ ଭକ୍ତମାନେ ଧନ୍ୟବାଦ୍ ଦେଇଥିଲେ। ହେଲେ ଏହି ବ୍ୟାରିକେଡ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହା ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ। ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।