ତହସିଲ ଅଫିସ୍‌ରେ ତାଲା ପକାଇଲେ ଚାଷୀ

ଆବେଦନର କରିବାର ପ୍ରାୟ ୪ମାସ ବିତି ଯାଇଥିଲେବି ଏଯାବତ ପଦ୍ମପୁର ବ୍ଲକର କୌଣସି ଚାଷୀଙ୍କୁ କ୍ଷତି ପୂରଣ ଦିଆ ଯାଇନାହିଁ ବୋଲି ଅଭିଯୋଗ କରିଛନ୍ତି ଚାଷୀ।

Protest PhotoOR

ଧାରଣାରେ ଚାଷୀ

Biswajit Samal
  • Published: Monday, 15 April 2024
  • Updated: 15 April 2024, 05:10 PM IST

Sports

Latest News

ତହସିଲ ଅଫିସ୍ ରେ ତାଲା ପକାଇଲେ ଚାଷୀ। ପଦ୍ମପୁର ତହସିଲଦାରଙ୍କ କାର୍ଯ୍ୟାଳୟରେ ତାଲାପକାଇ ଧାରଣାରେ ବସିଲେ ଚାଷୀ। କ୍ଷତି ପୂରଣ ପୁରଣ ଦାବିରେ ଧାରଣାରେ ବସିଛନ୍ତି କୃଷକ ସଙ୍ଗଠନ।

ଗତ ଖରିଫ ଫସଲ ଅମଳ ସମୟରେ ମିଗଜୋମ ବାତ୍ୟା ପ୍ରଭାବରେ ଫସଲ ସବୁ ନଷ୍ଟ ହୋଇଯାଇଥିଲା। ତେବେ ଏହାର କ୍ଷତିପୂରଣ ଦେବା ଦାବିରେ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତାଲା ପକାଇ ଧାରଣାରେ ବସିଛନ୍ତି ଚାଷୀ ମାନେ। ତେବ ଆବେଦନର କରିବାର ପ୍ରାୟ ୪ମାସ ବିତି ଯାଇଥିଲେବି ଏଯାବତ ପଦ୍ମପୁର ବ୍ଲକର କୌଣସି ଚାଷୀଙ୍କୁ କ୍ଷତି ପୂରଣ ଦିଆ ଯାଇନାହିଁ ବୋଲି ଅଭିଯୋଗ କରିଛନ୍ତି ଚାଷୀ।

Also Read

ତହସିଲଦାର ବିପିନ କୁମାର ପ୍ରଧାନ କହିଛନ୍ତି, ଚାଷୀ ମାନଙ୍କର ଯେଉଁ କ୍ଷତି ହୋଇଥିଲା ଆମର ଆରାଇ ମାନେ ସର୍ଭେ କରିଥିଲେ। ସେଇ ସର୍ଭେ ଅନୁସାରେ ଆମେ ଜିଲ୍ଲାପାଳଙ୍କୁ ରିପୋର୍ଟ ପଠେଇ ଦେଇଛୁ। ଆଉ ଯାହା ହେବ ସରକାରଙ୍କ ଲେବୁରେ ହେବ। ଚାଷୀ ମାନେ ଯେଉଁ ବିମା କଥା କହୁଛନ୍ତି। ତାହା ଆମ ତହସିଲ ଅଫିସ୍‌ରେ ରିସିଭ ହୋଇଥିଲା। କିନ୍ତୁ ତାହା ହେଉଛି ଚାଷୀ ବିଭାଗର। ଚାଷୀ ବିଭାଗ ଅଫିସରେ ଯାଗାନଥିବାରୁ ଜିଲ୍ଲାପାଳ କହିଥିଲେ ତହସିଲ ଅଫିସରେ ରିସିଭ କରିବା ପାଇଁ। ଆଉ ଆମେ ସେସବୁ ଫ୍ରମ୍‌ ରିସିବ କରି ଜିଲ୍ଲାପାଳଙ୍କୁ ଦେଇଛୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story