ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖୁସି ଖବର। ଆଗାମୀ ଭବିଷ୍ୟତରେ ରେଳ ଯାତ୍ରା କଲେ ରହିବନି ୱେଟିଂ କି ଆରଏସି ଝାମେଲା। ଆବେଦନ କରିବା କ୍ଷଣି ମିଳିବ କନଫର୍ମ ଟିକେଟ।
Also Read
ଆଗାମୀ ୫ ବର୍ଷ ଭିତରେ ରେଳ ଭିତ୍ତିଭୂମିରେ ବ୍ୟାପକ ଉନ୍ନତି ହେବା ସହିତ ଯାତ୍ରୀ ପରିବହନ କ୍ଷମତାକୁ ଏତେ ବୃଦ୍ଧି କରାଯିବ ଯେ ଯିଏ ବି ଟ୍ରେନରେ ଯାତ୍ରା କରିବାକୁ ଚାହିଁବ ପ୍ରାୟ ସମସ୍ତଙ୍କୁ କନଫର୍ମ ଟିକେଟ୍ ମିଳିପାରିବ। ଏହା ମୋଦିଙ୍କ ଗ୍ୟାରେଣ୍ଟି ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ। ଏଥିସହ ସେ କହିଛନ୍ତି ଯେ ଗତ ୧୦ ବର୍ଷରେ ମଧ୍ୟ ରେଳ ଭିତ୍ତିଭୂମି କ୍ଷେତ୍ରରେ ବିରାଟ ରୂପାନ୍ତରଣ କରିଛନ୍ତି ମୋଦି ସରକାର।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଅସୁସ୍ଥ ବିଶ୍ୱଭୂଷଣଙ୍କୁ ଡାକ୍ତରଖାନାରେ ଭେଟିଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ପୁଅ ତଥା ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉପସ୍ଥିତ ଥିଲେ।
Miscellaneous
ମୋତେ ଭାରି ଖୁସି ଲାଗିଲା...
ହୁନ୍ଦାଡି ୱାଡ଼ାକା ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଜଣେ ମହିଳା। ନିୟମଗିରିର ଘଞ୍ଚ ଜଙ୍ଗଲ ଭିତରେ ଥିବା କୁର୍ଲି ପଞ୍ଚାୟତ ଖୁଜୁରି ଗାଁରେ ତାଙ୍କ ଘର। ଡମ୍ୱରୁ ଓ ପିଲାଛୁଆଙ୍କୁ ନେଇ ତାଙ୍କ ପରିବାର।
Miscellaneous
ମୋଦି ସରକାର 3.0: ଶହେ ଦିନର ହିସାବ ଦେଲେ ଅଶ୍ୱିନୀ ବୈଷ୍ଣବ
ରେଳ ସୁରକ୍ଷା ପାଇଁ ସାରା ଦେଶରେ ଲଗାଯିବ କବଚ ସିଷ୍ଟମ। କବଚ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଆଗାମୀ ୬ ବର୍ଷ ଭିତରେ ସାରା ଦେଶରେ କବଚ ଲଗାଯିବ। କବଚ ଲଗାଇବା ନେଇ ଜୋରଦାର ଭାବେ କାମ ଚାଲୁ ରହିଛି।
Miscellaneous
୨୫ ଲକ୍ଷ ୧୧ଜଣଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା
ଆଜି ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ଜଣ ମହିଳାଙ୍କୁ ମିଳିଛି ସୁଭଦ୍ରାର ପ୍ରଥମ କିସ୍ତି ।
Miscellaneous
ଗାଡ଼କଣରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ, ପରସାଗଲା କ୍ଷୀରି
ମୋଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ୨୦ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇଛନ୍ତି। ନିଜ ଜନ୍ମ ଦିନ ଅବସରରେ ଜଣେ ହିତାଧିକାରୀଙ୍କ ଘରେ କ୍ଷିରୀ ଖାଇଛନ୍ତି ମୋଦି।