କଟକ ଲୋକସଭାର ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ସବୁଠୁ ଧନୀ

କଟକ ବିଜେଡି ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର 482 କୋଟି ଟଙ୍କାର ମାଲିକ ।

Manoj Swain
  • Published: Monday, 06 May 2024
  • Updated: 06 May 2024, 11:28 AM IST

Sports

Latest News

ବିଜେଡିର ସବୁଠୁ ଧନୀ ନେତା କଟକ ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର । ଚଳିତ ନିର୍ବାଚନରେ ଏଯାଏଁ ଦାଖଲ ହୋଇଥିବା ସତ୍ୟପାଠରୁ ଉଲ୍ଲେଖ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 71 କୋଟି ଟଙ୍କାର ମାଲିକ । ସେପଟେ ବିଜେଡି ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର 482 କୋଟି ଟଙ୍କାର ମାଲିକ । ଯାହା ଦେଖିଲେ ନବୀନଙ୍କ ସମ୍ପତ୍ତି ମୂଲ୍ୟ ଠାରୁ ପ୍ରାୟ 7 ଗୁଣ ଅଧିକ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos