ମାଛର ମୂଲ୍ୟ ୨୫ ହଜାର ଟଙ୍କା

ଏହି ମାଛ ଗଭୀର ସମୁଦ୍ରରେ ରହିଥାନ୍ତି।

fish PhotoOR

ଭୋଲା ମାଛ

Tapaswini Nayak
  • Published: Tuesday, 03 October 2023
  • Updated: 03 October 2023, 01:53 PM IST

Sports

Latest News

ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛି ୧୧୦ କେଜିର ବିରାଟ ମାଛ। ଯାହାକୁ ଦେଖିବାକୁ ଦୀଘା ମୁହାଣରେ ଥିବା ମାଛ ମାର୍କେଟରେ ଲୋକଙ୍କ ଭିଡ଼ ଜମିଥିଲା। ଏହି ବିରାଟ ମାଛଟିକୁ ଭୋଲା ମାଛ ବୋଲି କୁହାଯାଉଛି।

ପାରାଦ୍ୱୀପ ପୋର୍ଟରୁ ମତ୍ସ୍ୟଜୀବୀମାନେ ଏହି ମାଛଟିକୁ ଧରି ଦୀଘା ମୁହାଣରେ ଥିବା ମାଛ ମାର୍କେଟକୁ ବିକ୍ରି କରିବା ପାଇଁ ଆଣିଥିଲେ। ଏହି ମାଛଟିକୁ BBC ନାମକ ଏକ କମ୍ପାନୀ କିଣିଥିବା ଜଣାପଡ଼ିଛି। ଏହି ମାଛଟି ମୂଲ୍ୟ୨୫୦୦୦। ଯାହାକୁ ବିଦେଶକୁ ରପ୍ତାନି କରାଯିବ।

Also Read

ଏହି ମାଛ ଗଭୀର ସମୁଦ୍ରରେ ରହିଥାନ୍ତି। ମାଛଟିକୁ ଦେଖିବାକୁ ମାଛ ମାର୍କେଟରେ ଲୋକଙ୍କ ଭିଡ଼ ଜମିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story