ସାମାନ୍ୟ ଭୁଲ୍ ପାଇଁ କୋଳରେ ଛୁଆ ଧରି ହନ୍ତସନ୍ତ ହେଉଛନ୍ତି ମହିଳା। ଯଦିଓ ଏଠି କାହାର ଭୁଲ ଏବଂ କାହାର ଠିକ, ତାହାର ତର୍ଜମା କରିବାକୁ ନ୍ୟାୟ ବ୍ୟବସ୍ଥା ରହିଛି କିନ୍ତୁ ପ୍ରଥମ ସ୍ବାମୀଙ୍କୁ ଛାଡ଼ି ଯିବା ପରେ ଏବେ ଥଳକୁଳ ପାଉ ନାହାନ୍ତି ମହିଳା ଜଣକ। ଦୁଇଜଣ ପିଲା ଓ ସ୍ବାମୀଙ୍କୁ ଛାଡ଼ି ସେହି ଗାଁର ଜଣେ ଯୁବକଙ୍କ ପ୍ରେମରେ ପଡ଼ି ଛୁ ମାରିଥିଲେ ମହିଳା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଏଜିଙ୍କ ନିଯୁକ୍ତିର ୩ମାସ ପରେ ହାଇକୋର୍ଟରେ ନିଯୁକ୍ତି ପାଇଲେ ୩୬ଜଣ ‘ସରକାରୀ ଓକିଲ’
ହାଇକୋର୍ଟରେ ସରକାରୀ ଓକିଲ ଭାବେ କୈଳାସ ଚନ୍ଦ୍ର କରଙ୍କୁ ନିଯୁକ୍ତି ଦିଆଯାଇଛି । ଆଉ ହାଇକୋର୍ଟରେ ‘ଅତିରିକ୍ତ ସରକାରୀ ଓକିଲ’ ଭାବେ ଅନ୍ୟ ୩୫ଜଣ ବରିଷ୍ଠ ଓକିଲଙ୍କୁ ଅବସ୍ଥାପିତ କରାଯାଇଛି ।
Miscellaneous
ନଭେମ୍ବରରୁ ମିଳିବ ନୂଆ ରାସନକାର୍ଡ
ନୂଆ ରାସନ୍ କାର୍ଡ ପାଇଁ ଆବେଦନ କରିଥିବା ୧୦ ଲକ୍ଷ ଆବେଦନକାରୀଙ୍କ ଆବେଦନ ଯାଞ୍ଚ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ଦିଆଯିବ।
Miscellaneous
ବାରହା ଶିକାର କଲା ବାଘୁଣୀ 'ଯମୁନା'
ଗତ ୨୮ ତାରିଖରେ ମହାରାଷ୍ଟ୍ର ତଡ଼ବା ଜଙ୍ଗଲରୁ ବାଘୁଣୀକୁ ଶିମିଳିପାଳ ଅଣାଯାଇଥିଲା।
Miscellaneous
ବାଘ ଆତଙ୍କ; ସନ୍ଧ୍ୟା ହେଲେ ଘରୁ ବାହାରୁ ନାହାନ୍ତି ଲୋକେ
ବାଘ ଆତଙ୍କରେ ଛାନିଆ ହୋଇପଡ଼ିଛନ୍ତି ଅଞ୍ଚଳବାସୀ। ଏପରିକି ଘରୁ ପଦାକୁ ଗୋଡ଼ କାଢ଼ିବାକୁ ସୁରକ୍ଷିତ ମଣୁ ନାହାନ୍ତି।
Miscellaneous
୨୦୩୬ରେ ଗଠନ ହେବ ସମୃଦ୍ଧ ଓଡ଼ିଶା: ୱେବପୋର୍ଟାଲ ଉନ୍ମୋଚିତ, ପରାମର୍ଶ ଲୋଡ଼ିଲେ ସରକାର
ଆଜି ଏହି ଭିଜନ ଡକ୍ୟୁମେଂଟ ସଂକ୍ରାନ୍ତ ୱେବପୋର୍ଟାଲକୁ ଉନ୍ମୋଚନ କରି ରାଜ୍ୟବାସୀଙ୍କଠୁ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଆବଶ୍ୟକ ସୁଚିନ୍ତିତ ମତାମତ ହ୍ୱାଟସଅପ୍ ନମ୍ବର ଓ ଇମେଲ୍ ମାଧ୍ୟମରେ ପଠାଇବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍ତି ।