୨ କେଜି ଟମାଟୋ ପାଇଁ ବନ୍ଧକ ପଡ଼ିଲେ ଦୁଇ ନାବାଳକ

୨ ପିଲାଙ୍କୁ ଟମାଟୋ ଦୋକାନରେ ବସାଇ ଟମାଟୋ ନେଇ ଖସିଗଲେ ଜଣେ ଗ୍ରାହକ। ଘଟଣା ଘଟିଛି କଟକ ଛତ୍ରବଜାର ଅଞ୍ଚଳରେ।

tomatoes PhotoOR

ଛତ୍ରପୁର ବଜାରରେ ଟମାଟୋ ଦୋକାନୀ

Niranjan Mishra
  • Published: Saturday, 29 July 2023
  • Updated: 29 July 2023, 09:34 PM IST

Sports

Latest News

ଟମାଟୋ ପାଇଁ ବନ୍ଧକ ପଡ଼ିଲେ ଦୁଇ ନାବାଳକ। ୨ ପିଲାଙ୍କୁ ଟମାଟୋ ଦୋକାନରେ ବସାଇ ଟମାଟୋ ନେଇ ଖସିଗଲେ ଜଣେ ଗ୍ରାହକ। ଘଟଣା ଘଟିଛି କଟକ ଛତ୍ରବଜାର ଅଞ୍ଚଳରେ।

ମିଳିଥିବା ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ଟମାଟୋ କିଣିବାକୁ ଆସି ଦୁଇଟି ଭିନ୍ନ ଭିନ୍ନ ଦୋକାନୀଙ୍କ ସହ କଥାବାର୍ତ୍ତା କରିଥିଲେ। ତା’ସହ ସାଙ୍ଗରେ ଆଣିଥିବା ଦୁଇ ନାବାଳକଙ୍କୁ ବସାଇ ଟମାଟୋ କିଣିଥିଲେ। ପରେ ଗାଡ଼ିରେ ୨ କେଜି ଟମାଟୋ ରଖି ଆସୁଛି, ଆଉ ୧୦ କିଲୋ ନେବି ବୋଲି କହି

Also Read

ଖସିଯାଇଥିଲେ। 

ଦୁଇ ଘଣ୍ଟା ବିତି ଯାଇଥିଲେ ବି ସେ ନଆସିବାରୁ ଟମାଟୋ ବ୍ୟବସାୟୀଙ୍କର ସନ୍ଦେହ ବଢ଼ିଥିଲା। ଏହାପରେ ସାଙ୍ଗରେ ଆସିଥିବା ୨ ପିଲାଙ୍କୁ ଧରି ପଚରାଉଚରା କରିଥିଲେ ବ୍ୟବସାୟୀ। ପଚରାଉଚରାରୁ ଜଣାପଡ଼ିଥିଲା, ଏକ ଫ୍ରିଜ୍ ଲୋଡିଂ ପାଇଁ ମଜୁରୀ ବାବଦକୁ ୩ଶହ ଟଙ୍କା ଦେବି କହି ଭୁବନେଶ୍ୱରରୁ ୨ ନାବାଳକଙ୍କୁ ସାଙ୍ଗରେ ଆଣିଥିଲେ।

ନାବାଳକ ମାନେ ସେହି ବ୍ୟକ୍ତିଙ୍କୁ ଜାଣିନଥିବା କିମ୍ବା ଚିହ୍ନିନଥିବା କହିଛନ୍ତି। ତେବେ କିଏ ସେହି ବ୍ୟକ୍ତି ? ଏଭଳି ଭାବେ ଟମାଟୋ ନେଇଯିବା ପଛର ବାସ୍ତବ କାରଣ କ’ଣ ? କାହିଁକି ଆଉ ସେ ଫେରିଲେନି ? ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଏନେଇ ବ୍ୟବସାୟୀମାନେ ଥାନାରେ ଅଭିଯୋଗ କରିନଥିବା ପୁଲିସ ସ୍ପଷ୍ଟ କରିଛି। 

ସେପଟେ ବନ୍ଧକ ରଖିଥିବା ନାବାଳକଙ୍କୁ ବ୍ୟବସାୟୀମାନେ ଛାଡ଼ିଛନ୍ତି ନା ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନି। ୨ କିଲୋ ଟମାଟୋର ଦାମ୍‌ ପ୍ରାୟ ୨୬୦ ଟଙ୍କା ହୋଇଥିବା ବେଳେ ମାତ୍ର କେଇଟା ଟଙ୍କା ପାଇଁ ୨ ଜଣ ନାବାଳକଙ୍କୁ ବ୍ୟବହାର କରିବା ଆଲୋଚନାର ବିଷୟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story