ଅନେକ ସମୟରେ ଆପଣମାନେ ଟ୍ରେନରେ ଯାତ୍ରା କରିବା ବେଳେ ବୁଲା ବିକାଳୀଙ୍କ ଠାରୁ ଜିନିଷ କିଣିଥିବେ। ବାହାର ଦୋକାନରେ ଗୋଟିଏ ଜିନିଷର ଦାମ ଯେତିକି ଥିବ, ତା’ଠାରୁ ଅଧିକ ଦାମରେ ସାଧାଣତଃ ବୁଲା ବିକାଳିମାନେ ଟ୍ରେନ ଭିତରେ ବିକ୍ରି କରନ୍ତି। ମାତ୍ର ୧୫ ଟଙ୍କାର ପାଣି ବୋତଲ ପାଇଁ ଗଣିଲେ ଲକ୍ଷେ ଟଙ୍କା ଫାଇନ୍। ଯଦି ନିୟମଟି ଏମିତି ହୁଅନ୍ତା, ବାସ୍ତବରେ ଠକାମୀ କମିଯାନ୍ତା ବୋଲି ଲୋକେ କହୁଛନ୍ତି। ଖବରଟି ହେଉଛି ୧୫ ଟଙ୍କିଆ ପାଣି ବୋତଲକୁ ୨୦ ଟଙ୍କାରେ ବିକୁଥିଲେ ଜଣେ ଠିକାଦାର ସଂସ୍ଥା। ଅମ୍ବାଲା ଡିଭିଜନର ଏକ କ୍ୟାଟେରିଂ ଠିକାଦାରଙ୍କ ଉପରେ ଏହି ଜରିମାନା ଲଗାଇଛି ଭାରତୀୟ ରେଳ ବିଭାଗ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଓଡ଼ିଶାରେ ପହଞ୍ଚିଲେ ମୋଦି, ‘ସୁଭଦ୍ରା’ ଯୋଜନାର କରିବେ ଶୁଭାରମ୍ଭ
ଓଡ଼ିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି। ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି ।
Miscellaneous
ଫୁଲୁଛି ସୁବର୍ଣ୍ଣରେଖା; ଭାଙ୍ଗିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍
ସ୍ଲୁଇସ୍ ଗେଟ୍ ଭାଙ୍ଗିଯିବା ଯୋଗୁ ହଜାର ହେକ୍ଟର ଚାଷ ଜମିରେ ପାଣି ମାଡ଼ିଯାଇଛି।
Miscellaneous
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସ୍କାନରରେ ରାଜଧାନୀ, ଜଗିଛନ୍ତି ୮୧ ପ୍ଲାଟୁନ୍ ଫୋର୍ସ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ନେଇ କଡ଼ା ସୁରକ୍ଷା ବଳୟରେ ରାଜଧାନୀ । ରାଜଧାନୀ ଭୁବନେଶ୍ୱର ଏକ ପ୍ରକାର ପୁଲିସ୍ ଛାଉଣିରେ ପରିଣତ ହୋଇ ଯାଇଛି।
Miscellaneous
ଆଜି ଆସୁଛନ୍ତି ମୋଦି, କରିବେ ‘ସୁଭଦ୍ରା’ର ଶୁଭାରମ୍ଭ
ଆଜି ନିଜ ଜନ୍ମଦିନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ।
Miscellaneous
ଆସନ୍ତାକାଲି ସବୁ ବ୍ଲକରେ ସୁଭଦ୍ରା ସଭା: ଖର୍ଚ୍ଚ ପାଇଁ ଦେଲେ ୫ଲକ୍ଷ ଟଙ୍କା
ବ୍ଲକସ୍ତରରେ ‘ସୁଭଦ୍ରା ଯୋଜନା’ର ଲୋକାର୍ପଣ କାର୍ଯ୍ୟକ୍ରମର ଆୟୋଜନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏସଏଚଜି ମହିଳା ସଦସ୍ୟା,ଆଶା କର୍ମୀ, ସୁଭଦ୍ରା ହିତାଧିକାରୀ ଓ ପଂଚାୟତ ନିର୍ବାଚିତ ପ୍ରତିନିଧିମାନଙ୍କ ଉପସ୍ଥିତିରେ ଏହି ସଭା କରିବାକୁ ବିଡିଓମାନଙ୍କୁ କୁହାଯାଇଛି ।